ଝଗଡା ପରେ ସେ ସର୍ବସାଧାରଣରେ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଛନ୍ତି।
ଜଣେ ପୋଲିସ କର୍ମୀଙ୍କ ଆଗରେ ଏଲଭିଶ୍ ଚାପୁଡ଼ା ମାରିଥିବା ଦେଖିବାକୁ ମିଳିଛି
ବର୍ଷକୁ ୨୪ ଲକ୍ଷ ଟଙ୍କା ପାଇଥାନ୍ତି ଅମ୍ବାନୀଙ୍କ ରୋଷେୟା ।
ନେମ୍, ଫେମ୍ ପାଇବା ପରେ ତାଙ୍କ ଗର୍ବ ବଢ଼ିଯାଇଥିବା ୟୁଜରମାନେ କହିଛନ୍ତି
ଏହି ଚାପୁଡ଼ାକୁ ନେଇ ଏଲଭିଶ ଆଦୌ ଅନୁତପ୍ତ ନଥିବା ପ୍ରକାଶ କରିଛନ୍ତି