ସ୍ୱତନ୍ତ୍ର ରୀତିନୀତିରେ ହାତକୁ ଦୁଇ ହାତ ହେଲେ ଅଭିନେତ୍ରୀ ସୋନାକ୍ଷୀ ସିନହା

Jun 24, 2024, 01:11 PM IST

Priyambada Rana

ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଓ ତାଙ୍କ ପ୍ରେମିକ ଜହିର ଇକ୍‌ବାଲ୍‌  ବିବାହ କରିଛନ୍ତି

ବାପା ଶତ୍ରୁଘ୍ନ ସିହ୍ନା ନବବିବାହତା ଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି

ଆଣ୍ଟିଲିଆରେ ସବୁ ଜିନିଷ ପ୍ରତି ଧ୍ୟାନ ଦେବାକୁ ପାଖାପାଖି ୬୦୦ କର୍ମଚାରୀ କାମ କରୁଛନ୍ତି।

ଲକ୍ଷ ଲକ୍ଷ ପ୍ରଶଂସକମାନେ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ନୂଆ କପଲଙ୍କ ମୁହଁରେ ହସ ଫୁଟି ଉଠୁଥିବା ବେଳେ ବେଶ୍‌ ଖୁସି ଥିବା କହିଛନ୍ତି ସୋନାକ୍ଷୀ

ଗତ ସାତ ବର୍ଷ ଧରି ଡେଟିଂ କରୁଥିଲେ ଏହି ଲଭ୍-ବାର୍ଡ

ସୋନାକ୍ଷୀ ଏବଂ ଜହୀର ଦୁହେଁ ଏହି ପୋଷ୍ଟର କମେଣ୍ଟ ସେକ୍ସନକୁ ଲକ କରି ରଖିଛନ୍ତି

ଟ୍ରୋଲିଙ୍ଗରୁ ବର୍ତ୍ତିବା ପାଇଁ ସେମାନେ ଦୁହେଁ ଏପରି କରିଥିବା କୁହାଯାଉଛି