Prabhas: କୋଟି କୋଟି ଟଙ୍କାର ଦାମୀ କାର୍ ଚଢନ୍ତି ପ୍ରଭାସ୍, ଦାମ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ!

Jun 24, 2023, 10:28 AM IST

Narmada Behera

ସାଉଥ୍ ସୁପରଷ୍ଟାର ପ୍ରଭାସ।

ତାଙ୍କୁ କିଏବା ନ ଜାଣେ ।

ଫିଲ୍ମ 'ଆଦିପୁରୁଷ' ପାଇଁ ସେ  ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। 

ପ୍ରଭାସ ଦାମୀ କାର୍ ଚଢିବାକୁ ବେଶ ପସନ୍ଦ କରନ୍ତି।

ତାଙ୍କ ପାଖରେ କୋଟି କୋଟି ଟଙ୍କାର ମାଳ ମାଳ ଲକଜୁରିୟସ୍ କାର୍ ରହିଛି ।

ପ୍ରଭାସଙ୍କ ପାଖରେ Jaguar XJR କାର୍ ଅଛି । ଯାହାର ଦାମ୍ ୧.୧ କୋଟି । 

BMW X6, ଯାହାର ଦାମ୍ ୧.୦୬ କୋଟି ହେବ। 

Audi Q7, ଯାହାର ଦାମ୍ ୮୪ ଲକ୍ଷ ହେବ । 

Range Rover Vogue ,ଯାହାର ଦାମ୍ ୯୩ ଲକ୍ଷ ହେବ ।

BMW X3 , ଯାହାର ଦାମ୍ ୮୬.୫୦ ଲକ୍ଷର ହେବ ।