ଏହି ସବୁ ସେଲିବ୍ରେଟିଙ୍କ ନାଁ ସହ ହୃଦୟ ବି ବଡ଼, କିଏ ଅନାଥଙ୍କୁ ଦେଇଛନ୍ତି ସାହାରା ଆଉ କିଏ କରିଛନ୍ତି ଅର୍ଥ ଦାନ

May 25, 2023, 11:46 AM IST

Narmada Behera

କିଙ୍ଗ ଖାନ୍, କ୍ୟାନସନ ରୋଗୀଙ୍କ ଶେଷ ଇଚ୍ଛାକୁ ପୂରଣ କରିଛନ୍ତି ।

କ୍ୟାନସର ପୀଡ଼ିତା ଶିବାନୀ ଚକ୍ରବର୍ତ୍ତୀଙ୍କ ସହ ୪୦ ମିନିଟ୍ ଭିଡିଓ କଲରେ କଥା ହୋଇଛନ୍ତି ।

ଏବଂ ତାଙ୍କୁ ଆର୍ଥିକ ସାହର୍ଯ୍ୟ କରିବାକୁ ପ୍ରତିଶ୍ରୃତି ମଧ୍ୟ ଦେଇଛନ୍ତି।

ସେହିପରି ଆଉ ଜଣେ ରିଅଲ ହିରୋ ହେଲେ ସୋନୁସୁଦ୍।

କୋଭିଡ଼ ସମୟରୁ ଗିରବଙ୍କୁ ସାହାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି।

ତାଙ୍କର ଉଦାରତା ହେତୁ ଦୀର୍ଘ ଦିନ ଧରି ସେ ଚର୍ଚ୍ଚାରେ ଅଛନ୍ତି।

 ଏବେ ସେ ୧ ଲକ୍ଷ ବେକାର ଲୋକଙ୍କୁ ଚାକିରି ଦେବେ ବୋଲି ଘୋଷଣା କରିଛନ୍ତି। 

ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ,  ଅନାଥ ଛୁଆଙ୍କୁ ଶିକ୍ଷା ଗ୍ରହଣ ପାଇଁ କୋଟି କୋଟି ଟଙ୍କା ଦାନ କରିଥିଲେ।

୨୦୧୮ ନାଗାଲାଣ୍ତରେ ହୋଇଥିବା ବାତ୍ୟା ପାଇଁ ସେ ସହାୟତା କରିଥିଲେ। ବାତ୍ୟା ପ୍ରପୀଡିତଙ୍କ ପାଇଁ  ସେ କୋଟିଏ ପଚିଶ ଲକ୍ଷ ଟଙ୍କା ଦାନ କରିଥିଲେ।

ଭାଇଜାନ  ,ତାଙ୍କର ଉଦାରତା ପାଇଁ ସେ ବେଶ ପରିଚିତ।

ଅନେକ ସମୟରେ ଅନେକ ଅହାସୟଙ୍କ ପାଖରେ ଦେବଦୂତ ସାଜି ପହଞ୍ଚି ଥାନ୍ତି। 

ଖିଲାଡି କୁମାର, ଗରିବଙ୍କୁ ସାହାର୍ଯ୍ୟ କରିବା ପାଇଁ ସେ ସବୁବେଳେ ଚାକତ ପରି ଚାହିଁ ରିହି ଥାଆନ୍ତି।

ଏସିଡ ପୀଡିତା, ବନ୍ୟା  ପ୍ରପୀଡିତ ଓ ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରିଥାଆନ୍ତି ସେ।