ଏହି ଚଳଚ୍ଚିତ୍ରକୁ ନେଇ ସିନେ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି।
ଖବର ଅନୁଯାୟୀ ସେନ୍ସର ବୋର୍ଡ ଫିଲ୍ମର ହିନ୍ଦୀ ଭର୍ସନରେ କିଛି ପରିବର୍ତ୍ତନ କରିଛି।
ଏହି ଚଳଚ୍ଚିତ୍ରରେ 'ରାମବତାର' ଶବ୍ଦକୁ 'ଭଗବାନ' ନାମରେ ପରିବର୍ତ୍ତୀତ କରାଯାଇଛି।
ଏହା ବ୍ୟତୀତ କିଛି ଆପତ୍ତିଜନକ ଶବ୍ଦରେ ମଧ୍ୟ ପରିବର୍ତ୍ତନ କରାଯାଇଛି।
ତିନୋଟି ଗାଳି ହଟାଯାଇ ଏହା ସ୍ଥାନରେ ହାରାମଖୋର ଶବ୍ଦ ବ୍ୟବହାର କରାଯାଇଛି।
ଏହା ବ୍ୟତୀତ ଡେଙ୍ଗୁଦ୍ଦି ଏବଂ ଭେଙ୍କଟେଶ୍ୱରା ଭଳି ଶବ୍ଦ ମଧ୍ୟ ହଟାଯାଇଛି।
ଧୂମପାନ ଦୃଶ୍ୟରେ ଧୂମପାନ ସହ ଜଡିତ ଚେତାବନୀ ଯୋଡିବାକୁ ସେନ୍ସର ବୋର୍ଡ ମଧ୍ୟ ନିର୍ଦ୍ଦେଶ ଦେଇଛି।
ଫିଲ୍ମର ଉଭୟ ହିନ୍ଦୀ ଏବଂ ତେଲୁଗୁ ସଂସ୍କରଣ U/A ପ୍ରମାଣପତ୍ର ପାଇଛି।