Bollywood: ମଦକୁ ଛୁଅଁନ୍ତି ନାହିଁ ବି-ଟାଉନର ଏହି ସବୁ ସିଲିବ୍ରିଟି

Jul 27, 2023, 12:20 PM IST

Narmada Behera

ଆପଣ ଜାଣିଥିବେ ବଲିଉଡ଼ ସିଲିବ୍ରିଟିମାନେ ମଦରେ ବୁଡି ରୁହନ୍ତି ।

କିନ୍ତୁ ବି-ଟାଉନର ଏଭଳି କିଛି ସିଲିବ୍ରିଟି ଅଛନ୍ତି, ଯେଉଁମାନେ ମଦକୁ ଛୁଅଁନ୍ତି ନାହିଁ। 

ସ୍ବାସ୍ଥ୍ୟକୁ ନେଇ ବେଶ ସଚେତନ ଅକ୍ଷୟ କୁମାର, ସେ ମଦ ପିଇବା ତ ଦୂରର କଥା ବୋତଲରେ ହାତ ମଧ୍ୟ ଲଗାନ୍ତି ନାହିଁ। 

 ବିଗ୍ ବି ଅମିତାଭ ବଚ୍ଚନ, ସେ ମଧ୍ୟ ମଦ ପିଅନ୍ତି ନାହିଁ। 

ଦୀପିକା ପାଦୁକୋନ୍ ମଧ୍ୟ ମଦକୁ ପିଅନ୍ତି ନାହିଁ।

ଜନ୍ ଆବ୍ରାହମ୍ ମଦଠୁ ନିଜକୁ ଦୂରରେ ରଖନ୍ତି।

ଏବେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ସିଦ୍ଧାର୍ଥ ମଲହୋତ୍ରା ବି ମଧ୍ୟ ପିଅନ୍ତି ନାହିଁ।

ଟାଇଗର ସ୍ରଫ୍‌ ବି ମଦ ପିଇବାକୁ ପସନ୍ଦ କରନ୍ତି ନାହିଁ।

ରିୟଲ ହିରୋ ସୋନୁ ସୁଦ୍ ମଧ୍ୟ ମଦର ପାଖ ମାଡନ୍ତି ନାହିଁ।

ସୋନୁ ସ୍ବାସ୍ଥ୍ୟକୁ ନେଇ ବେଶ୍ ସଚେତନ ।