Happy Birthday Sunil Kumar: ଓଲିଉଡ ଅଭିନେତା ସୁନିଲ କୁମାରଙ୍କ ଜନ୍ମଦିନ

Aug 15, 2023, 02:53 PM IST

Soubhagya Mishra

ନିଜ ଅଭିନୟରେ ଓଲିଉଡ ଜଗତରେ ଖୁବ ସୁନାମ ଅର୍ଜନ କରିଛନ୍ତି ସୁନିଲ

ସିନେମା 'ହରି ଭାଈ ହାରେନା' ମାଧ୍ୟମରେ ଓଲିଉଡରେ ପାଦ ରଖିଥିଲେ ସୁନିଲ

୨୦୦୦ ମସିହାରେ ରିଲିଜ ହୋଇଥିଲା ସୁନିଲଙ୍କ ପ୍ରଥମ ସିନେମା

୨୦୦୦ ମସିହାରେ ରିଲିଜ ହୋଇଥିଲା ସୁନିଲଙ୍କ ପ୍ରଥମ ସିନେମା

ପ୍ରଥମ ସିନେମାରୁ ହିଁ ଦର୍ଶକଙ୍କ ଅତି ପ୍ରିୟ ହୋଇପାରିଥିଲେ ସୁନିଲ

ପରେ 'ଜୀବନ ମୃତ୍ୟୁ', 'ରକତେ ଲେଖିଛି ନାଁ', 'ତୁମକୁ ପାରୁନି ତ ଭୁଲି', 'ଅଗ୍ନିଶିଖା',ରେ ପ୍ରମୁଖ ଭୁମିକାରେ ଅଭିନୟ କରିଥିଲେ

'ସାତ ସୁରେ ବନ୍ଧା ଏ ଜୀବନ' ଓ 'ସ୍ୱୟଂସିଦ୍ଧା' ସିନେମା ଦର୍ଶକଙ୍କୁ ଅଧିକ ପସନ୍ଦ ଲାଗିଥିଲା

'ଏ ମନ ଖୋଜେ ମନଟିଏ', 'ମୁଁ ଆଶିକ୍ ମୁଁ ଆୱାରା' ମାୟା ସିନେମାରେ ସୁନିଲଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଥିଲା

'ଏ ମନ ଖୋଜେ ମନଟିଏ', 'ମୁଁ ଆଶିକ୍ ମୁଁ ଆୱାରା' ମାୟା ସିନେମାରେ ସୁନିଲଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଥିଲା

ବାବା ବାଗେଶ୍ୱରଙ୍କ ସହ ସୁନିଲ କୁମାର