priya choudhury: ଅଭିନେତ୍ରୀ ପ୍ରିୟା ଚୌଧୁରୀଙ୍କ ଜନ୍ମଦିନ

Nov 25, 2023, 02:17 PM IST

Soubhagya Mishra

୨୫ ନଭେମ୍ୱର ଅଭିନେତ୍ରୀ ପ୍ରିୟାଙ୍କ  ଜନ୍ମ ତାରିଖ

ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

ପ୍ରିୟାଙ୍କ ଜନ୍ମଦିନରେ ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନିଜର ସହ କଳାକାରମାନେ ମଧ୍ୟ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି

ଖୁବ କମ ବୟସରେ ଓଲିଉଡରେ ସଫଳତାର ସ୍ୱାଦ ଚାଖିଥିବା ଅଭିନେତ୍ରୀ ପ୍ରିୟା

ଅନେକ ସୁପରହିଟ୍ ଓଡ଼ିଆ ସିନେମାରେ  ଅଭିନୟ କରିଛନ୍ତି ପ୍ରିୟା 

ଅଭିମନ୍ୟୁ ସିନେମାରେ ଅନୁଭବଙ୍କ ନାୟିକା ଭାବରେ ଲୋକଙ୍କ ପ୍ରିୟ ହୋଇଥିଲେ ପ୍ରିୟା

ଗୁଡ୍ ବୟ, କ୍ରିମିନାଲ୍ ସିନେମାରେ ଅରିନ୍ଦମଙ୍କ ସହ ପ୍ରିୟାଙ୍କ ଯୋଡିକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ

ଆଲୋ ମୋର କଣ୍ଢେଇ ସିନେମାରେ ଆକାଶ ଦାସନାୟକଙ୍କ ସହ ପ୍ରିୟାଙ୍କ ଅଭିନୟ ଖୁବ ଦମଦାର ଥିଲା

ଚାନ୍ଦିନୀ ଆଇ ମିସ୍ ୟୁ, ଲାଗେ ପ୍ରେମ ନଜର, ଦୋସ୍ତି ପରି ଅନେକ ସିନେମାରେ ପ୍ରିୟାଙ୍କୁ ପସନ୍ଦ କରିଛନ୍ତି ଆପଣ