Tollywood: ସାଉଥ୍ ଇଣ୍ଡଷ୍ଟ୍ରିର ଦାମୀ ଅଭିନେତା, ଗୋଟିଏ ଫିଲ୍ମ ପାଇଁ ଚାର୍ଜ କରନ୍ତି କୋଟି କୋଟି ଟଙ୍କା

Jun 27, 2023, 12:31 PM IST

Narmada Behera

ବଲିଉଡ଼ ସିନେମା ଅପେକ୍ଷା ଦର୍ଶକ ସାଉଥ୍ ଫିଲ୍ମକୁ ଅଧିକ ଭଲ ପାଇବା ଦେଉଛନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,ସାଉଥ୍ ଷ୍ଟାରମାନେ ଗୋଟିଏ ଫିଲ୍ମ ପାଇଁ କେତେ କୋଟି ନିଅନ୍ତି ।

ସାଉଥ ମେଗା ଷ୍ଟାର ରଜନୀକାନ୍ତ ,ଗୋଟିଏ ଫିଲ୍ମ ପାଇଁ ୧୫୦ କୋଟି ନିଅନ୍ତି ।

ଅଭିନେତା ଅଲ୍ଲୁ ଅର୍ଜୁନ୍ , ଗୋଟିଏ ଫିଲ୍ମ ପାଇଁ ୧୨୦ କୋଟି ନିଅନ୍ତି ।

'ଆଦିପୁରୁଷ' ଷ୍ଟାର ପ୍ରଭାସ୍ ,ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୧୫୦ ରୁ ୫୦୦ କୋଟି ମଧ୍ୟର ଟଙ୍କା ନିଅନ୍ତି । 

ସେହିପରି ଅଭିନେତା ରାମଚରଣ ଗୋଟିଏ ଫିଲ୍ମ କରିବା ପାଇଁ ୧୦୦ କୋଟି ନିଅନ୍ତି। 

ଜୁନିଅର ଏନଟିଆର, ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୮୦ କୋଟି  ଚାର୍ଜ କରନ୍ତି।

ବିଜୟ, ଗୋଟିଏ ଫିଲ୍ମ ପାଇଁ ଅତି କମରେ ୨୫ କୋଟି ନିଅନ୍ତି ।

କମଲ ହାସନ୍ ,ଗୋଟିଏ ଫିଲ୍ମ ପାଇଁ କମଲ ହାସନ୍ ୧୫୦ କୋଟି ଦାବି କରନ୍ତି। 

ସେହିପରି ମହେଶ୍ ବାବୁ ମଧ୍ୟ ଗୋଟିଏ ଫିଲ୍ମ ପାଇଁ ୭୦ କୋଟି ନେଇଥାଆନ୍ତି ।