ଦୁନିଆରେ ସବୁଠୁ ଦାମୀ କାମ୍ ଚଢନ୍ତି ଏହି ସବୁ ସେଲିବ୍ରେଟି

May 27, 2023, 11:58 AM IST

Narmada Behera

କିଙ୍ଗ ଖାନଙ୍କ ପାଖରେ ବୁଗାଟି ଭେରୋନ୍ ଲକଜୁରୀ କାର ରହିଛି । ଯାହାର ଦାମ୍ ୧୨ କୋଟି । 

ଅମୀର ଖାନଙ୍କ ପାଖରେ  ମର୍ସିଡିଜ୍ ବେଞ୍ଚ ମେବେଞ୍ଚ ଏସ୍୬୦୦ ରହିଛି । ଯାହାର ଦାମ ପାଖାପାଖି ୧୨ କୋଟି ହେବ । 

ଅଜୟ ଦେବଗନଙ୍କ ପାଖରେ ରୋଲ୍ସ ରୋସେ କୁଲିନାନ୍ ତାଙ୍କର ସବୁଠୁ ଦାମୀ କାର୍ ଅଟେ। ଯାହାର ଦାମ୍ ୬ କୋଟିରୁ ଅଧିକ ହେବ।  

ସଞ୍ଜୟ ଦତ୍ତଙ୍କ ପାଖରେ ମଧ୍ୟ  ଫେରାରି ୫୯୯ ଜିଟିଭି କୈପ୍ ର ଏକ ଲକଜୁରୀ କାର ରହିଛି । ଯାହାର ଦାମ୍ ତିନି କୋଟିରୁ ଅଧିକ। 

ରଣବୀର ସିଂଙ୍କ ପାଖରେ ଆଷ୍ଟୋନ୍ ମାର୍ଟିନ୍ ରାପିଡେ ଏସ୍ କାର୍ ରହିଛି । ଯାହାର ଦାମ୍  ତିନି କୋଟିରୁ ଅଧିକ।

ଦେଶୀ ଗାର୍ଲଙ୍କ ପାଖରେ  ମର୍ସିଡିଜ୍ ବେଞ୍ଚ ଏସ୫୦ର ଏକ କାର ରହିଛି । ଯାହାର ଦାମ୍ ୨ କୋଟି ୭୩ ଲକ୍ଷ ।

କାର୍ତ୍ତିକ ଆର୍ଯ୍ୟାନଙ୍କ ପାଖରେ ଏମସିଲାରେନ୍ ଜିଟି କାର୍ ରହିଛି । ଯାହାର ଦାମ୍ ଚାରି କୋଟି ୭ ଲକ୍ଷ ।

ବିଗ୍ ବିଙ୍କ ପାଖରେ, ବେଣ୍ଟଲି କଣ୍ଟିନେନଟାଲ୍ ଜିଟି କାର ରହିଛି। ଯାହାର ଦାମ୍ ୩ କୋଟିରୁ ଅଧିକ ହେବ ।

ହ୍ରିତକଙ୍କ ପାଖରେ ରୋଲ୍ସ ରୋସ ଏକ କାର୍ ରହିଛି। ଯାହାର ଦାମ୍ ୬ କୋଟି ଉପରେ । 

ଜନ ଆବ୍ରାହମଙ୍କ ପାଖରେ ଲାମବୋରଗିନି ଗାର୍ଲାଡୋ ଅଛି । ଯାହାର ଦାମ୍ ୩ କୋଟି।