Ollywood Hottest Actress:ଆପଣଙ୍କ ମତରେ ଓଲିଉଡ଼ର ହଟ ଅଭିନେତ୍ରୀ କିଏ?

Aug 10, 2023, 08:46 AM IST

Narmada Behera

ଏଲିନା ସାମନ୍ତରାୟ, ବୋଲ୍ଡନେସରେ ସେ ସବୁଠୁ ଆଗରେ ଅଛନ୍ତି ।  ଏକ ରିୟଲିଟି ସୋ' ରୁ ବିଜୟିନୀ ହେବା ସରେ ସେ ଓଲିଉଡରେ ବ୍ରେକ୍ ପାଇଥିଲେ। ତାଙ୍କର ଡେବ୍ୟୁ ଫିଲ୍ମ ଥିଲା  ଇସ୍କ ତୁ ହି ତୁ। 

ଭୂମିକା ଦାଶ ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ହଟନେସ୍ ରେ ସେ ସବୁ ବଲିଉଡ଼ ଅଭିନେତ୍ରୀମାନଙ୍କୁ ବି ପଛରେ ପକାଇ ଦେବେ।  'ତୁ ମୋ ଲଭ୍ ଷ୍ଟୋରୀ'ରେ ସେ ନାୟିକା ଭାବରେ ଡେବ୍ୟୁ କରିଥିଲେ।

ଶୀତଲ ପାତ୍ର, ସ୍ଲିମ୍ ଫିଗର ଯୋଗୁଁ ସ୍କ୍ରିନରେ ନିଆଁ ଲଗାନ୍ତି । ସେ 'ଯିଏ ଯାହା କହୁ ମୋର ଢୋ ' ଫିଲ୍ମରେ ଡେବ୍ୟୁ କରିଥିଲେ। 

ସନମୀରା ନାଗେଶ, ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। 'ସପନର ପଥେ ପଥେ' ଫିଲ୍ମରେ ଡେବ୍ୟୁ କରିଥିଲେ। 

ଶିବାନୀ ସଙ୍ଗୀତା, ସ୍ଲିମ ଫିଗର ଓ ଗ୍ଲାମରିୟସ ଲୁକ୍ ପାଇଁ  ସେ ବୁବେଳେ ଚର୍ଚ୍ଚାର ରୁହନ୍ତି। ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିବା ଶିବାନୀ ଆଜି ଓଲିଉଡ଼ରେ ଜଣେ ଆଗଧାଡି଼ର ନାୟିକା। 

ପ୍ରକୃତି ମିଶ୍ର, ହଟନେସରେ ସେ ଓଲିଉଡ଼ରେ ଅଭିନେତ୍ରୀଙ୍କୁ ବି ପଛରେ ପକାଇ ଦେବେ।

ଅର୍ଚ୍ଚିତା ସାହୁ , ହଟନେସ୍ ରେ ବଲିଉଡ଼ ସେଲିବ୍ରେଟିଙ୍କୁ ମଧ୍ୟ ପଛରେ ପକାଇ ଦେବେ।

ବର୍ଷା ପ୍ରିୟଦର୍ଶିନୀ,  ଓଲିଉଡ଼ ସେକ୍ସି ହିରୋଇନ ଭିତରେ ଗଣା ଯାଆନ୍ତି। 

ରିୟା ଦେ, ବୋଲ୍ଡ ଅନ୍ଦାଜ ଓ ହଟନେସ ପାଇଁ ସବୁବେଳେ ସେ ଚର୍ଚ୍ଚାରେ ଥାଆନ୍ତି।

ଅନୁ ଚୌଧୁରୀ, ବୟସ ୪୦ ପାର୍ କରିଥିଲେ ବି ଆଜିବି ଦର୍ଶକଙ୍କ ମନରେ ନିଆଁ ଲଗାଏ ଅନୁଙ୍କ ବୋଲ୍ଡ ଅନ୍ଦାଜ ।