ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ସାରାଭାଇ ସ୍ପେଶ୍ ସେଣ୍ଟରରୁ ଏହି ନାଁ ଘୋଷଣା କରାଯାଇଛି।
ପ୍ରଥମ ଥର ଲାଗି ଭାରତ ନିଜ ରକେଟରେ ଦେଶର ବୀରଙ୍କୁ ମହାକାଶ ପଠାଇବାକୁ ଯାଉଛି
ମହାକାଶଚାରୀ ଓ ସେମାନଙ୍କ ପରିବାରକୁ ଦେଶବାସୀ ସହଯୋଗ କରନ୍ତୁ ବୋଲି ମୋଦି କହିଛନ୍ତି
ଏହି ମହାକାଶଚାରୀମାନଙ୍କୁ ‘ବ୍ୟୋମନଟ୍’ କୁହାଯିବ ବୋଲି ଚର୍ଚ୍ଚା ହେଉଛି
ସେମାନେ ରୁଷିଆରେ ୧ ବର୍ଷ ପ୍ରଶିକ୍ଷଣ ନେଇ ଭାରତ ଫେରିଛନ୍ତି
‘ଗଗନଯାନ’ ମିଶନର ପ୍ରଥମ ପର୍ଯ୍ୟାୟରେ କୌଣସି ମହାକାଶଚାରୀ ସାମିଲ ହେବେ ନାହିଁ