ଏଭଳି ୬ ଟି ସ୍ଥାନ ଯେଉଁଠାରେ ମିଳିଥାଏ ବେଷ୍ଟ୍ ଛୋଲେ ଭଟୁରେ 

Jun 8, 2024, 08:52 PM IST

Soubhagya Mishra

ଦିଲ୍ଲୀରେ ମିଳୁଥିବା ଛୋଲେ ଭଟୁରେ ଖାଈବାକୁ ଲୋକେ ଦୂରଦୂରାନ୍ତରୁ ଆସିଥାନ୍ତି।

ଯଦି ଆପଣ ଦିଲ୍ଲୀ ଆସିଛନ୍ତି ଆଉ ଛୋଲେ ଭଟୁରେ ଖାଇ ନାହାଁନ୍ତି, ତେବେ କିଛି ଲାଭ ନାହିଁ।

ସବୁଠାରୁ ସ୍ୱାଦିଷ୍ଟ ଛୋଲେ ଭଟୁରେ ଦିଲ୍ଲୀରେ ହିଁ ଖାଈବାକୁ ମିଳିଥାଏ।

ଯଦି ଦିଲ୍ଲୀ ଆସିଛନ୍ତି ଆପଣଙ୍କୁ ଥରେ ନିଶ୍ଚିତ ରାଯୌରି ଗାର୍ଡେନ ଛୋଲେ ଭଟୁରେ ଖାଇବା ଉଚିତ୍।

ସେହିପରି ଜେଲ୍ ରୋଡରେ ଥିବା ରାମା ଛୋଲେ ଭଟୁରେ ବହୁତ ସ୍ୱାଦିଷ୍ଟ ।

ପାହାଡଗଞ୍ଜ ବି ଆପଣଙ୍କୁ ଯିବା ଉଚିତ୍। ସେଠାରେ ଅନେକ ସ୍ଥାନରେ ଆପଣଙ୍କୁ ସ୍ୱାଦିଷ୍ଟ ଛୋଲେ ଭଟୁରେ ମିଳିବ।

କରୋଲ ବାଗ୍ ଏପରି ଏକ ସ୍ଥାନ, ଯେଉଁ ସ୍ଥାନକୁ ଲୋକେ ଦୂର ଦୂରାନ୍ତରୁ ଛୋଲେ ଭଟୁରେ ଖାଇବାକୁ ଆସିଥାନ୍ତି।

ଅମୃତସର ହେଉଛି ପଞ୍ଜାବର ସବୁଠାରୁ ପ୍ରସିଦ୍ଧ ସହର । ଏଠାର ଛୋଲେ ଭଟୁରେ ସାରା ଦେଶରେ ପସନ୍ଦ କରାଯାଏ । 

ଚଣ୍ଡିଗଡ଼ ଭାରତର ଉତ୍ତର କୋଣରେ ଅବସ୍ଥିତ ଏବଂ ଏଠାରେ ମିଳୁଥିବା ଛୋଲେ ଭଟୁରେ ବହୁତ ସ୍ୱାଦିଷ୍ଟ ଏବଂ ଲୋକପ୍ରିୟ ଅଟେ ।

Disclamer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ କେବଳ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ ।