ମେ' ମାସରୁ ଜୁଲାଇ ପର୍ଯ୍ୟନ୍ତ ଓ ଆଉ କେତେକ ସ୍ଥାନରେ ମେ ’ରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ କେବେ ବି ଅସ୍ତ ହୁଅନ୍ତି ନାହିଁ
ଆଇସଲ୍ୟାଣ୍ଡ- ଆଇସଲ୍ୟାଣ୍ଡ ଏକ ସୁନ୍ଦର ଦେଶ
ମେ'ମାସରୁ ଜୁଲାଇ ପର୍ଯ୍ୟନ୍ତ ଏଠାରେ ସୂର୍ଯ୍ୟ କିରଣ ପଡିଥାଏ
କାନାଡା- ଦୁନିଆର ଦ୍ୱିତୀୟ ବୃହତ୍ତମ ଦେଶ, ଏହାର ଅନେକ ଅଂଶରେ ବର୍ଷସାରା ସୂର୍ଯ୍ୟ କିରଣ ପଡିଥାଏ
ଆଲାସ୍କା- ମେ' ମାସ ଶେଷରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ଆଲାସ୍କାରେ ସୂର୍ଯ୍ୟ ଅସ୍ତ ହୁଏ ନାହିଁ
ସ୍ୱିଡେନ- ମେ' ରୁ ଅଗଷ୍ଟ ପର୍ଯ୍ୟନ୍ତ ସ୍ୱିଡେନରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ
ଏଠାରେ ସକାଳ ୪:୩୦ ରେ ପୁନର୍ବାର ସୂର୍ଯ୍ୟ ଉଦୟ ହୋଇ ଯାଇଥାଏ
ଫିନଲ୍ୟାଣ୍ଡ- ଏହି ଦେଶର ଅଧିକାଂଶ ଭାଗରେ ଗ୍ରୀଷ୍ମ ଋତୁରେ ୭୩ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ