ଖାଆନ୍ତୁ ଏହି ମସଲା, ୧ ମିନିଟରେ ବ୍ଲଡ ସୁଗର ହେବ କଣ୍ଟ୍ରୋଲ

Oct 16, 2023, 09:21 PM IST

Soubhagya Mishra

ଭାରତୀୟଙ୍କ ରୋଷେଇଶାଳରେ ଏମିତି ଅନେକ ପ୍ରକାରର ମସଲା ମିଳିଥାଏ, ଯାହା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। 

ଏହିପରି ଏକ ମସଲା ହେଉଛି ଡାଳଚିନି, ଯେଉଁଥିରେ ବ୍ଲଡ ସୁଗର ନିୟନ୍ତ୍ରଣ ହୋଇଥାଏ।

ଡାଳଚିନିରେ ଏମିନୋ ଏସିଡ, ଆଣ୍ଟି-ଅକ୍ସିଡାଣ୍ଟ, ଫାଇବର, ଆଇରନ, କ୍ୟାଲସିୟମ୍, ପୋଟାସିୟମ, ମ୍ୟାଗ୍ନେସିୟମ, ମାଙ୍ଗାନିଜ ଭଳି ପୋଷକ ତତ୍ତ୍ୱ ମିଳିଥାଏ।

ବ୍ଲଡ ସୁଗରକୁ ନିୟନ୍ତ୍ରଣ କରିବା ପାଇଁ ଆପଣ ଡାଳଚିନି ମିଶା କ୍ଷୀର ପିଅନ୍ତୁ।

ଆପଣ ଗୋଟାଏ କପ୍ କ୍ଷୀରରେ ଏକ ଚାମଚ ଡାଳଚିନି ଗୁଣ୍ଡ ମିଶାନ୍ତୁ, ଆଉ ଏହାକୁ ପ୍ରତିଦିନ ପିଅନ୍ତୁ।

ଏହା ବ୍ୟତୀତ ଆପଣ ବ୍ଲଡ ସୁଗରକୁ ନିୟନ୍ତ୍ରଣ କରିବା ପାଇଁ ଡାଳଚିନି ଚା' କରି ପିଇ ପାରିବେ। 

ଏହା ପ୍ରସ୍ତୁତ କରିବା ପାଇଁ ଏକ ବାସନରେ ଗୋଟିଏ କପ୍ ପାଣି ନିଅନ୍ତୁ, ସେଥିରେ ଡାଳଚିନି ଓ ଅଦା ମିଶାନ୍ତୁ।

ସିଝି ଗଲା ପରେ  ଏହାକୁ ଛାଣନ୍ତୁ ଏଵଂ ପିଅନ୍ତୁ।

ଡାଳଚିନି ଖାଇବା ଦ୍ବାରା, ହଜମ ସମ୍ବନ୍ଧୀୟ  ଜଡ଼ିତ ସମସ୍ୟା ବି ଦୂର ହୋଇଯାଏ। 

ଡାଳଚିନି ଖାଇବା ଦ୍ବାରା କୋଲେଷ୍ଟ୍ରଲ ମଧ୍ୟ ନିୟନ୍ତ୍ରଣ ରହିଥାଏ। କ୍ୟାନସରରୁ ରକ୍ଷା ମିଳିଥାଏ।