ପ୍ରତିଦିନ ନିମ୍ବ ପତ୍ର ଖାଇବା ଦ୍ଵାରା ଦୂର ହୁଏ ଏହି ସ୍ଵାସ୍ଥ୍ୟ ସମସ୍ୟା।

May 19, 2024, 09:20 PM IST

Soubhagya Mishra

ନିମ୍ୱ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ। ଏଥିରେ ଥିବା ପୋଷଣ ଶରୀରକୁ ସୁସ୍ଥ ରଖିଥାଏ।

ପ୍ରତିଦିନ ସକାଳେ ଖାଲି ପେଟରେ ନିମ ପତ୍ର ଚୋବାଈ ଖାଇବା ଦ୍ବାରା ଏହା ଶରୀରକୁ ବହୁତ ଲାଭ ମିଳିଥାଏ।

ଡାଇଟିସିଆନଙ୍କ ମତରେ ପ୍ରତିଦିନ ନିମ୍ବ ପତ୍ର ଚୋବେଇ ଖାଇବା ଦ୍ଵାରା ପେଟ ସହ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ।

ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହାର ପତ୍ରକୁ ପ୍ରତିଦିନ ଖାଇବା ଉଚିତ୍।

ଖାଲିପେଟରେ ନିମ ପତ୍ର ଖାଇବା ଦ୍ଵାରା ବ୍ରଣ ଦୂର ହୋଇଥାଏ।

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏହା ବହୁତ ସାହଯ୍ୟକାରୀ

ନିମ୍ବ ପତ୍ର ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ବହୁତ ଉପକାରୀ।

ନିମ୍ୱରେ ଏପରି ଔଷଧୀୟ ଗୁଣ ଅଛି ଯାହା ରକ୍ତକୁ ସମ୍ପୂର୍ଣ୍ଣ ରୂପେ ଶୁଦ୍ଧ କରିଥାଏ । ଏହା ରକ୍ତରୁ ବିଷାକ୍ତ ପଦାର୍ଥ ବାହାର କରି ରକ୍ତକୁ ଡିଟକ୍ସାଇଫ କରିଥାଏ ।

ଏକ ସମୟରେ ଅଧିକ ନିମ୍ବ ପତ୍ର ଖାଆନ୍ତୁ ନାହିଁ ।

Disclamer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ ।