Sinking of the Titanic: 'କେବେ ନ ବୁଡୁଥିବା ଟାଇଟନିକ୍' ଶେଷରେ କିପରି ବୁଡିଗଲା?

Jun 23, 2023, 05:56 PM IST

Subhramjit Ray

ଟାଇଟାନିକ ବିଂଶ ଶତାବ୍ଦୀରେ ଏକ ବିଳାମୟ ବ୍ରିଟିଶ ଜାହାଜ ଥିଲା। 

ଟାଇଟାନିକ ଜାହାଜର ନିର୍ମାଣ ୧୯୦୯ ମସିହାରେ ହୋଇଥିଲା।

୧୯୧୨ ମସିହାରେ ନିଜର ପ୍ରଥମ ଜଳ ଯାତ୍ରା ଆରମ୍ଭ କରିଥିଲା।

ସେତେବେଳର ସମୟରେ ଟାଇଟାନିକ ଜାହାଜକୁ ସବୁଠାରୁ ସୁରକ୍ଷିତ ଜାହଜ ଭାବରେ ଗଣାଯାଉଥିଲା।

ହେଲେ ୧୯୧୨ ମସିହା ଅପ୍ରେଲ ୧୪ ତାରିଖ ରାତିରେ ଟାଇଟାନିକ ଜାହାଜ ଆଟଲାଣ୍ଟିକ ସମୟରେ ବୁଡ଼ି ଯାଇଥିଲା।

ଟାଇଟାନିକ ଜାହାଜ ବୁଡ଼ିଯିବା ଘଟଣା ବିଶ୍ୱର ସବୁଠାରୁ ବଡ଼ ସାମୁଦ୍ରିକ ଘଟଣା ଭାବରେ ଜଣାଶୁଣା।

ହେଲେ ବିଶ୍ୱର ସବୁଠାରୁ ବିଳାସମୟ ଜାହାଜ କୁହାଯାଉଥିବା ଟାଇଟାନିକ କାହିଁକି ବୁଡ଼ିଗଲା ତାହାର କାରଣ ମଧ୍ୟ ସାମ୍ନାକୁ ଆସିଥିଲା।

ଏନେଇ କୁହାଯାଏ ଯେ ଯାତ୍ରା କରିବା ସମୟରେ ଟାଇଟାନିକ ସମୁଦ୍ର ମଧ୍ୟରେ ରହିଥିବା  ଏକ ବଡ଼ ବରଫ ଖଣ୍ଡ ସହ ଧକ୍କା ହୋଇଯାଇଥିଲା।  

ସମୁଦ୍ରରେ ଯାତ୍ରା ବେଳେ ବଡ଼ ବରଫ ଖଣ୍ଡ ସହ ଧକ୍କା ହେବା ପରେ ଟାଇଟାନିକ ଜାହାଜ ବହୁତ କ୍ଷତିଗ୍ରସ୍ତ ହୋଇଥିଲା।

ଯାହା ପରେ ଜାହାଜରେ ପାଣି ଭରିଯାଇଥିଲା। ଯେଉଁ କାରଣରୁ ଟାଇଟାନିକ ଜାହାଜ ଅତଳ ସମୁଦ୍ର ଗର୍ଭରେ ବୁଡ଼ି ଯାଇଥିଲା।