ଦୁନିଆର ଏହା ଏକମାତ୍ର ସାପ ଯିଏ ରଙ୍ଗ ବଦଳାଇଥାଏ

May 19, 2024, 09:15 PM IST

Jagdish Barik

ନ୍ୟାସନାଲ୍ ଜିଓଗ୍ରାଫିକ୍ ଅନୁଯାୟୀ, ସାରା ବିଶ୍ୱରେ ୩୦୦୦ ରୁ ଅଧିକ ପ୍ରଜାତିର ସାପ ଅଛନ୍ତି

ଏଥିରେ ଏକ ସାପ ଏପରି ଅଛି ଯିଏ କେବଳ ବିଷାକ୍ତ ନୁହେଁ ବରଂ ରଙ୍ଗ ମଧ୍ୟ ପରିବର୍ତ୍ତନ କରିଥାଏ

କୁହାଯାଏ ଏହା ହେଉଛି ଦୁନିଆର ସବୁଠାରୁ ବିଷାକ୍ତ ସାପ

ଏହାର ନାମ ହେଉଛି ଇନଲ୍ୟାଣ୍ଡ ତାଇପାନ୍

ବିଜ୍ଞାନ ଭାଷାରେ ଅକ୍ସାଇରାନସ୍ ମାଇକ୍ରୋଲେପିଡୋଟସ୍ କୁହାଯାଏ

ଏହା ଏକ ମଧ୍ୟମ ଆକାରର ସାପ ଯିଏ ଋତୁ ଅନୁଯାୟୀ ରଙ୍ଗ ବଦଳାଇଥାଏ

ଏହାର ରଙ୍ଗ ହାଲୁକା ବାଦାମୀରୁ ଗାଢ଼ ବାଦାମୀ ଓ ସବୁଜ ହଳଦିଆ ମଧ୍ୟରେ ଭିନ୍ନ ହୋଇପାରେ

ଏହାର ରଙ୍ଗ ଶୀତଦିନେ ଗାଢ଼ ଓ ଗ୍ରୀଷ୍ମ ହାଲୁକା ହୋଇଯାଏ

ଏହାର ବିଷ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ୧୦୦ ମଣିଷକୁ ମାରିବା ପାଇଁ ଯଥେଷ୍ଟ 

ଏହି ସାପଗୁଡ଼ିକ ସାଧାରଣତ ୧୦ ରୁ ୧୫ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି