Odishas Pitha: ଜାଣିବା ଓଡ଼ିଶାରେ ଘରେ ଘରେ ତିଆରି ହେଉଥିବା ପିଠା ବିଷୟରେ

Jul 18, 2023, 07:26 PM IST

Soubhagya Mishra

ବିବାହ ବ୍ରତଘର ପରି ଶୁଭ କାମରେ ପ୍ରତି ଓଡ଼ିଆ ଘରେ ଆବଶ୍ୟକ ପଡିଥାଏ ଆରିସା ପିଠା

ଓଡ଼ିଆ ଘରର ନିତିଦିନିଆ ଖାଦ୍ୟ ଚକୁଳି ପିଠା

ଛୁଚିପତ୍ର ପିଠା

ଚିତ୍ତାଲାଗି ଅମାବାସ୍ୟାରେ ପ୍ରତି ଓଡ଼ିଆ ଘରେ ପ୍ରସ୍ତୁତ ହୁଏ ଚିତ୍ତଉ ପିଠା

ପ୍ରଥମାଷ୍ଟମୀରେ ପ୍ରତି ଓଡ଼ିଆ ଘରେ ତିଆରି ହୁଏ ଏଣ୍ଡୁରି ପିଠା

ବଉଳ ଅମାବାସ୍ୟାରେ  ଗଇଁଠା ପିଠା ତିଆରି ହୋଇଥାଏ  

ମାଣବସା ଗୁରୁବାରରେ  ମଣ୍ଡା ପିଠା ତିଆରି କରାଯାଏ

ଓଡ଼ିଆ ଲୋକମାନେ କାକରା ଖାଇବାକୁ ଖୁବ ପସନ୍ଦ କରନ୍ତି

ବର୍ଷା ଦିନେ ତାଳ ପିଠା ଖାଇବାକୁ  ଖୁବ୍ ଭଲ ଲାଗେ

ରଜ ହେଉ ଅବା ପର୍ବପର୍ବାଣୀ, ପ୍ରତିଟି ଓଡ଼ିଆ ଘରେ ଲୋଡା ପଡେ ପୋଡ ପିଠା