RBI ଗଭର୍ଣ୍ଣର ତଥା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କ ଦରମା କେତେ?

May 24, 2024, 08:59 PM IST

Rashmita Sahoo

ଦେଶର ଆର୍ଥିକ ମେରୁଦଣ୍ଡ ହେଉଛି RBI

ସମସ୍ତଙ୍କୁ ଜଣା RBIର ଫୁଲ ଫର୍ମ ହେଉଛି Reserve Bank Of India

ତେବେ ପ୍ରତିଟି ଓଡ଼ିଆ ଙ୍କୁ ଗୌରବ୍ୱାନିତ କରିଛନ୍ତି ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ

କାରଣ ଶକ୍ତିକାନ୍ତ ଦାସ ହେଉଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୨୫ ତମ ଗଭର୍ଣ୍ଣର 

ତେବେ ଏନିବିଟିର ରିପୋର୍ଟ ଅନୁଯାୟୀ, ଗତବର୍ଷ ଆର୍ଥିକ ବର୍ଷ ଅନୁସାରେ ଶକ୍ତିକାନ୍ତଙ୍କ ମାସିକ ଦରମା ୨.୫ ଲକ୍ଷ

ସେହିପରି ଆରବିଆଇ ର ୪ ଡେପ୍ୟୁଟି ଗଭର୍ଣ୍ଣର ଅଛନ୍ତି 

ଏମଡି ପାତ୍ରା, ଏମ ରାଜେଶ୍ୱର ରାଓ, ଏମକେ ଜୈନ, ଟି ରବିଶଙ୍କର ମାସିକ ପାଆନ୍ତି ୨.୨୫ ଲକ୍ଷ ଟଙ୍କା 

ଏହାସହ ଅନ୍ୟାନ୍ୟ ସୁବିଧା ସହ କାର୍ ଓ ଡ୍ରାଇଭର ମଧ୍ୟ ସୁବିଧା ଯୋଗାଇ ଦିଆଯାଇଛି

ମାସିକ ରିଅମ୍ବରସମେଣ୍ଟ, ପାଠପଢା ସହ ମେଡିକାଲ ଚିକିତ୍ସା ପାଇଁ ମଧ୍ୟ ଅନ୍ୟାନ୍ୟ ସୁବିଧା ମିଳିଥାଏ

୨୦୧୮ ମସିହାରେ ଆରବିଆଇ ର ଗଭର୍ଣ୍ଣର ଭାବେ ଦାୟିତ୍ୱ ନେଇଥିଲେ ଓଡ଼ିଆ ପୁଅ ଶକ୍ତିକାନ୍ତ

ଶକ୍ତିକାନ୍ତ ଦାସ ଆଇଏଏସ ଅଫିସର ଭାବେ କାମ କରିଛନ୍ତି 

ଖାସ୍ କରି ତାମିଲୁନାଡୁ ସରକାରଙ୍କ ଅଧିନରେ ଅନେକ କାର୍ଯ୍ୟ କରିଛନ୍ତି ଶକ୍ତିକାନ୍ତ