ମୁଣ୍ଡ ଫଟା ତାତିରୁ ରକ୍ଷା ପାଇବା ପାଇଁ ଏହି କାମ କରିଥାନ୍ତି ସାପ।

Jun 2, 2024, 09:56 PM IST

Soubhagya Mishra

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସାପ ଗରମରୁ ରକ୍ଷା ପାଇବା ପାଇଁ ଭିନ୍ନ ତରିକା ଆପଣାଇଥାନ୍ତି

ଭୀଷଣ ତାତିରେ ଖାଲି ମଣିଷ ନୁହଁନ୍ତି, ପଶୁପକ୍ଷୀ ମଧ୍ୟ ବହୁତ ହନ୍ତସନ୍ତ ହେଉଛନ୍ତି।

ସାପକୁ ଦେଖି ସମସ୍ତେ ଡରରେ ଥରି ଉଠନ୍ତି । କିନ୍ତୁ ସାପ ମଧ୍ୟ ତାତିରେ କିଲିବିଲି ହୋଇ ଉଠନ୍ତି।

କେବେ ଆପଣ ଭାବିଛନ୍ତି କି ଏହି ପ୍ରଚଣ୍ଡ ଗରମରୁ ରକ୍ଷା ପାଇବା ପାଇଁ ସାପ କଣ କରିଥାନ୍ତି ?

ସାପକୁ ଆପଣ ପାଣିରେ ଦେଖିଥିବେ। ପାଣିରେ ଭିଜିବାର ଆନନ୍ଦ ନେଇଥାନ୍ତି।

ଏହାକୁ ଦେଖି ଆପଣ ଭାବୁଥିବେ ଯେ ସାପକୁ ବୋଧେ ଗାଧେଇବା ପସନ୍ଦ । ଆପଣଙ୍କୁ କହି ରଖୁଛୁ ଯେ, ଭୀଷଣ ଗରମରୁ ରକ୍ଷା ପାଇବା ପାଇଁ ସାପ ପାଣିରେ ରହିବାକୁ ପସନ୍ଦ କରନ୍ତି।

ସାପଙ୍କୁ ଭୀଷଣ ଗରମରେ ବିଲରେ ରହିବା ଜମାବି ପସନ୍ଦ ନୁହେଁ । ସେଠାରେ ତାଙ୍କୁ ଗରମ ଲାଗେ।

ସାପଙ୍କର କିଛି ପ୍ରଜାତି ପାଣିରେ ରହିଥାନ୍ତି । ତେବେ ଥଣ୍ଡା ପାଣି ବଦଳରେ ଗରମ ପାଣିରେ ସାପ ଅଧିକ ମଜା ନେଇଥାନ୍ତି।

ଭାରତରେ ପ୍ରତିବର୍ଷ ସାପ କାମୁଡ଼ିବା କାରଣରୁ ୫,୮୦୦୦ ରୁ ଅଧିକ ଲୋକ ମୃତ୍ୟୁ ବରଣ କରନ୍ତି।

Disclamer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ ।