Indian Railway: ରେଲୱେ ଦ୍ୱାରା ମହିଳାମାନଙ୍କୁ ମିଳିଥାଏ କେଉଁ ସବୁ ଅଧିକାର?

Jul 2, 2024, 10:30 PM IST

Jagdish Barik

ଭାରତୀୟ ରେଳବାଇ ମହିଳାମାନଙ୍କୁ କିଛି ବିଶେଷ ଅଧିକାର ଦେଇଥାଏ

ମହିଳାମାନେ ଟ୍ରେନରେ ଯାତ୍ରା କରିବା ସମୟରେ ଏହି ଅଧିକାରଗୁଡିକର ବ୍ୟବହାର କରିପାରିବେ

ଆସନ୍ତୁ ଜାଣିବା ଭାରତୀୟ ରେଳବାଇ ମହିଳାମାନଙ୍କୁ କେଉଁ ଅଧିକାର ଦେଇଥାଏ

ଯେଉଁ ମହିଳାମାନଙ୍କ ସ୍ୱାମୀ ଦେଶ ପାଇଁ ସହିଦ ହୋଇଛନ୍ତି

ସେହି ମହିଳାମାନେ ଟ୍ରେନ୍ ଭଡାରେ ୫୦ ପ୍ରତିଶତ ରିହାତି ପାଇଥାନ୍ତି

ରାଷ୍ଟ୍ରପତିଙ୍କ ଦ୍ୱାରା ପୋଲିସ୍ ମେଡାଲ ମିଳିଥିବା ମହିଳାମାନଙ୍କୁ ମଧ୍ୟ ଭଡାରରେ ୫୦ ପ୍ରତିଶତ ରିହାତି ମିଳେ

ଟ୍ରେନ୍ ବିଳମ୍ବ ହେଲେ ରେଳବାଇ ମହିଳାମାନଙ୍କ ପାଇଁ ଏକ ପୃଥକ ୱେଟିଂ ରୁମ୍ ରହିଛି

ଏଠାକୁ କେବଳ ମହିଳାମାନେ ଆସି ବିଶ୍ରାମ ନେଇପାରିବେ

ଟ୍ରେନରେ ଏକାକୀ ଯାତ୍ରା କରୁଥିବା ମହିଳାମାନେ ମଧ୍ୟ ନିଜର ସିଟ୍ ବଦଳାଇ ପାରିବେ

ଜଣେ ମହିଳା ନିଜ ସିଟ୍ ବଦଳାଇବା ପାଇଁ TTE ସହିତ ଯୋଗାଯୋଗ କରିପାରିବେ