Kumbhakarna Sleep: କୁମ୍ଭକର୍ଣ୍ଣକୁ ନିଦରୁ ଉଠାଇବା କ'ଣ କରାଯାଉଥିଲା? ଜାଣନ୍ତୁ

Jul 24, 2023, 01:58 AM IST

Subhramjit Ray

ରାମାୟଣ ଗ୍ରନ୍ଥ ଅନୁସାରେ କୁମ୍ଭକର୍ଣ୍ଣ ହେଉଛି ଲଙ୍ଗାଧିପତି ତଥା ଦଶାନନ ରାବଣର ଭାଇ।

କୁମ୍ଭକର୍ଣ୍ଣର କଠୋର ତପସ୍ୟାରେ ସୃଷ୍ଟିକର୍ତ୍ତା ବ୍ରହ୍ମ ପ୍ରସନ୍ନ ହୋଇଥିଲେ।

ହେଲେ କୁମ୍ଭକର୍ଣ୍ଣର ନଜର ଇନ୍ଦ୍ରାସନ ଉପରେ ରହିଥିଲା।

ହେଲେ କୁମ୍ଭକର୍ଣ୍ଣ ନଜର ଇନ୍ଦ୍ରାସନ ଉପରେ ରହିଥିଲା।

ମାତ୍ର ବରଦାନ ମାଗିବା ସମୟରେ କୁମ୍ଭକର୍ଣ୍ଣ ଜିଭରେ ଦେବୀ ସରସ୍ୱତୀ ବସି ଯାଉଥିଲେ।

ହେଲେ ବର ମାଗିବା ସମୟରେ କୁମ୍ଭକର୍ଣ୍ଣ ଇନ୍ଦ୍ରାସନ ବଦଳରେ ନିଦ୍ରାସନ କହି ଦେଇଥିଲା।

ଏହି କାରଣରୁ କୁମ୍ଭକର୍ଣ୍ଣ ୬ ମାସ ଶୋଇବା ପରେ ଜାଗ୍ରତ ରହୁଥିଲା।

କୁମ୍ଭକର୍ଣ୍ଣରୁ ନିଦରୁ ଉଠାଇବା ପାଇଁ ସୈନିକଙ୍କୁ ବହୁତ ପରିଶ୍ରମ କରିବାକୁ ପଡୁଥିଲା।

କୁମ୍ଭକର୍ଣ୍ଣରୁ ନିଦରୁ ଉଠାଇବା ପାଇଁ ଢୋଲ, ମୃଦଙ୍ଗ ଭଳି ବାଦ୍ୟ ବଜାଯାଉଥିଲା।

ନିଦରୁ ଉଠିବା ପରେ କୁମ୍ଭକର୍ଣ୍ଣ ଭାରୀ ମାତ୍ରାରେ ଭୋଜନ କରୁଥିଲା।