ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ
ଜୁଆଣି ଚୋବାଇ ଖାଇବା ଦ୍ୱାରା ପାଚନ ପ୍ରକ୍ରିଆ ଉତ୍ତମ ରହିଥାଏ
ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ
ମାନସିକ ଚିନ୍ତା ହ୍ରାସ କରିବାରେ ସାହାଯ୍ୟ କରିଥାଏ
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ
ଥଣ୍ଡା-କାଶରୁ ମୁକ୍ତି ମିଳିଥାଏ
ହର୍ମୋନାଲ ଅସନ୍ତୁଳନ ଏବଂ ଉତ୍ତମ ରକ୍ତ ସଂଚାଳନରେ ସହାୟକ ହୋଇଥାଏ
ଋତୁସ୍ରାବ ସମୟରେ ପେଟ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ