Onions: ପୁରୁଷମାନେ ପିଆଜ ଖାଇବା ଜରୁରୀ, ମିଳିଥାଏ ଏହି ସବୁ ଚତ୍ମକାରୀ ଲାଭ

Jun 24, 2024, 09:04 PM IST

Jagdish Barik

ପିଆଜ ଏପରି ଏକ ପରିବା ଯାହାକୁ ପ୍ରାୟତଃ ସବୁ ପ୍ରକାରର ତରକାରୀରେ ବ୍ୟବହୃତ ହ

ପିଆଜ କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ନାହିଁ, ବରଂ ଏହା ଆମ ଶରୀର ପାଇଁ ଅନେକ ଲାଭଦାୟକ ମଧ୍ୟ ହୋଇଥାଏ

ପିଆଜ ଖାଇବା ଦ୍ୱାରା ପୁରୁଷମାନଙ୍କୁ ଅନେକ ଉପାୟରେ ଲାଭ ପାଇଥାନ୍ତି

ଏହା ପୁରୁଷମାନଙ୍କରେ ଟେଷ୍ଟୋଷ୍ଟେରନ୍ ଉତ୍ପାଦନରେ ସାହାଯ୍ୟ କରେ

ଆପଣଙ୍କର ଯଦି ମଧୁମେହ ଅଛି ତେବେ ଆପଣ ନିଜ ଖାଦ୍ୟରେ ପିଆଜ ସାମିଲ କରିବା ଉଚିତ୍

ପିଆଜ ହଜମ କରିବାରେ ସାହାଯ୍ୟ କରେ 

ଏହା ପେଟରେ ଗ୍ୟାସ୍ ଓ ଅପଚ ଭଳି ସମସ୍ୟାକୁ ରୋକିବାରେ ସାହାଯ୍ୟ କରିଥାଏ

କର୍କଟ ସହିତ ଲଢ଼ିବାରେ ମଧ୍ୟ ପିଆଜ ସହାୟକ ହୋଇଥାଏ

ଏହାର ନିୟମିତ ବ୍ୟବହାର କଲେ ଏହା ହାଡକୁ ମଜବୁତ କରେ

ଫାଇବର ଓ ପ୍ରାଇବୋଟିକ୍ସର ପାଇବାରେ ଏକ ଉତ୍ତମ ଉତ୍ସ ହେଉଛି ପିଆଜ