ପଢ଼ିବା ସମୟରେ କାହିଁକି ଆସିଥାଏ ନିଦ ?

Dec 27, 2024, 08:24 PM IST

Priyambada Rana

ମସ୍ତିଷ୍କ ଥକିଯିବା କାରଣରୁ ଆମକୁ ନିଦ ମାଡ଼ିଥାଏ 

ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ ନିଦ ଆସିଥାଏ

ଅସନ୍ତୁଳିତ ଆହାର ସେବନ ଯୋଗୁ ମଧ୍ୟ ଆବଶ୍ୟକତା ଠାରୁ ଅଧିକ ନିଦ ଆସିଥାଏ

ପାଠ ପଢ଼ିବା ସମୟରେ ଆମକୁ ଅଳସୁଆ ଅନୁଭବ ହୋଇଥାଏ 

ତେଣୁ ନିଦ ଆସିଥାଏ

ପଢ଼ିବା ବେଳେ ଆଖି ଉପରେ ଅଧିକ ଚାପ ପଡ଼ିଥାଏ

ଯାହା ଦ୍ୱାରା ମାଂସପେଶୀ ଶିଥିଳ ହୋଇଥାଏ ଓ ନିଦ ଆସିଥାଏ

ମସ୍ତିଷ୍କ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦେଇଥାଏ

ଫଳରେ ନିଦ ଆସିଥାଏ