ଏହି ୧୦ଟି କାରଣ ପାଇଁ ହୋଇଥାଏ ହାର୍ଟ-ଆଟାକ୍...

Dec 12, 2024, 06:16 PM IST

Priyambada Rana

ହାର୍ଟ ଆଟାକ୍ ଏକ ସାଧାରଣ ଘଟଣା ପାଲଟି ଗଲାଣି

ହୃତପିଣ୍ଡର ମାଂସପେଶୀ ମୋଟା ହେବା ଦ୍ୱାରା ହୃଦଘାତ ହୋଇଥାଏ

ହୃଦଘାତ ଜେନେଟିକ ହୋଇଥାଏ 

କୋଲେଷ୍ଟ୍ରୋଲ ବଢିବା ହୃଦଘାତର ଏକ କାରଣ

ବର୍ଷକୁ ୨୪ ଲକ୍ଷ ଟଙ୍କା ପାଇଥାନ୍ତି ଅମ୍ବାନୀଙ୍କ ରୋଷେୟା ।

ମାନସିକ ସମସ୍ୟା ପାଇଁ ହାର୍ଟ ଆର୍ଟାକ୍ ହୋଇଥାଏ

୨ଲକ୍ଷ ଟଙ୍କା ସହ ସେମାନଙ୍କୁ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯାଇଛି।

ଖରାପ ଲାଇଫ ଷ୍ଟାଇଲ ହୃଦଘାତର ଏକ କାରଣ

ସିଗାରେଟ, ମଦ ପରି ନିଶା ସେବନ ମଧ୍ୟ ହୃଦଘାତକୁ ଟାଣିଆଣେ