ଏଡସ୍ ହେଲେ ଶରୀରରେ ଦେଖା ଦେଇଥାଏ ଏହି ସବୁ ଲକ୍ଷଣ...

Dec 1, 2024, 10:13 AM IST

Priyambada Rana

ଆଜି ବିଶ୍ୱ ଏଡସ୍ ଦିବସ

୧୯୮୧ ମସିହାରେ ପ୍ରଥମ ଏଚଆଇଭି ସଂକ୍ରମିତ ଚିହ୍ନଟ ହୋଇଥିଲେ

HIVରେ ଏହାର ଜୀବାଣୁ ନିଜକୁ ବହୁଗୁଣିତ କରି ପ୍ରତିରକ୍ଷା କୋଷଗୁଡ଼ିକୁ ନଷ୍ଟ କରିବାକୁ ଲାଗିଥାଏ

ଏଚ୍.ଆଇ.ଭି ସଂକ୍ରମିତମାନେ ବାରମ୍ବାର ଜ୍ୱରରେ ପଡ଼ିଥାନ୍ତି।

ଅନାବଶ୍ୟକ ଭାବେ ଶରୀରର ଓଜନ ହ୍ରାସ ହେବାକୁ ଲାଗିଥାଏ

ରାତିରେ ଦେହରୁ ମାତ୍ରାଧିକ ଝାଳ ନିର୍ଗତ ହୋଇଥାଏ।

ଅଧିକ ମାତ୍ରାରେ ଥକ୍କାପଣ ଅନୁଭବ ହୋଇଥାଏ।

ଏକ ସପ୍ତାହରୁ ଅଧିକ ସମୟ ଧରି ଡାଇରିଆ ଲାଗି ରହିଥାଏ।

ଚର୍ମରେ କୁଣ୍ଡେଇ ହେବା, ଘା ହେବା ଆଦି ଦେଖିବାକୁ ମିଳିଥାଏ।