ପ୍ରତ୍ୟେକ ଅଙ୍ଗ ପାଇଁ ଏହା ଏକ ବ୍ୟାୟାମ ଭଳି କାମ କରେ
ହୃଦୟ ରୋଗୀଙ୍କ ପାଇଁ ଏହା ଏକ ଉତ୍କୃଷ୍ଟ ବ୍ୟାୟାମ
ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥାଏ
ମାନସିକ ରୋଗ ଦୂର କରିଥାଏ
ସାଇକେଲ ଚଲାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ
ହୃଦ ରୋଗ, ମଧୁମେହ, ଆର୍ଥ୍ରାଇଟିସ୍ ରୋଗଠୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ
ମନରେ ଉତ୍ସାହ ଭରିଥାଏ