ଦୀର୍ଘ ସମୟ ଗୋଟିଏ ତକିଆ ବ୍ୟବହାର କରୁଥିଲେ ହୋଇପାରେ ଏହିସବୁ ସମସ୍ୟା..

May 28, 2024, 11:25 AM IST

Priyambada Rana

ଅଧିକ ଦିନ ଧରି ତକିଆ ବ୍ୟବହାର କଲେ, ଏଥିରେ ବିଭିନ୍ନ ଜୀବାଣୁ ରହିଥାଆନ୍ତି 

ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ 

ଆଣ୍ଟିଲିଆରେ ସବୁ ଜିନିଷ ପ୍ରତି ଧ୍ୟାନ ଦେବାକୁ ପାଖାପାଖି ୬୦୦ କର୍ମଚାରୀ କାମ କରୁଛନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆଣ୍ଟିଲିଆରେ ରୋଷେଇ କରୁଥିବା ରେଷେୟାଙ୍କ ଦରମା ।

ବର୍ଷକୁ ୨୪ ଲକ୍ଷ ଟଙ୍କା ପାଇଥାନ୍ତି ଅମ୍ବାନୀଙ୍କ ରୋଷେୟା ।

ଥଣ୍ଡା, ସଂକ୍ରମଣ ଜନିତ ରୋଗ ଲାଗି ରହିଲେ, ଏହାର କାରଣ ମଧ୍ୟ ତକିଆ

ତକିଆରେ ଭାଙ୍ଗ ପଡିଲେ, ଅଧିକ ଟାଣ ଲାଗିଲେ ଏହାକୁ ବଦଳାଇ ଦିଅନ୍ତୁ