ସ୍ୱିଡେନରେ ୧୦ ବର୍ଷଧରି ଏହି ଟାଟୁକୁ ନେଇ ଗବେଷଣା କରାଯାଇଥିଲା
ଏହି ପରୀକ୍ଷାରେ ୨୦ରୁ ୬୦ ବର୍ଷ ବୟସର ଲୋକମାନଙ୍କୁ ସାମିଲ କରାଯାଇଥିଲା
ଟାଟୁ କରିଥିବା ଲୋକଙ୍କୁ ଲିମ୍ଫୋମା ଭଳି ସମସ୍ୟା ଭୋଗିବାକୁ ପଡେ
ଗତ ଦୁଇବର୍ଷ ଭିତରେ ୮୧ ପ୍ରତିଶତ ଟାଟୁ ବନେଇଥିବା ଲୋକମାନଙ୍କୁ ଲିମ୍ଫୋମା ହୋଇଛି
ଲିମ୍ଫୋମା ରୋଗର ମୁଖ୍ୟ କାରଣ ଟାଟୁରେ ବ୍ୟବହାର ହେଉଥିବା ରାସାୟନିକ ଇଙ୍କ୍
ଟାଟୁରେ ବ୍ୟବହାର ହେଉଥିବା କିଛି ରାସାୟନିକ ପଦାର୍ଥ ଲିମ୍ଫୋମା ରୋଗକୁ ବଢେଇଥାଏ