Weight loss Yoga: ଏହି ୭ଟି ଯୋଗ ଦ୍ବାରା କମିଥାଏ ଓଜନ ।

Aug 9, 2023, 12:10 PM IST

Payal Priyadarshini

ବର୍ତ୍ତମାନ ଯୁଗରେ ଓଜନ କମାଇବା ଏକ ଟ୍ରେଣ୍ତରେ ପରିଣତ ହୋଇଛି ।

ଏଥିଲାଗି କିଏ ଡ଼ାଏଟ୍ କରୁଛି ତ ଆଉ କିଏ ଜିମ୍ ଯାଉଛି ।

କିନ୍ତୁ ଏମିତି କିଛି ଯୋଗ ଅଛି ଯାହା କରିବା  ଓଜନ କମିଥାଏ। ଆସନ୍ତୁ ସେନେଇ ଆଲୋଚନା କରିବା ।

ଚତୁରଙ୍ଗ ଦଣ୍ତାସନ୍

ବୀରଭଦ୍ରାସନ୍

ତ୍ରିକୋଣାସନ୍

ସୂର୍ଯ୍ୟ ନମସ୍କାର 

ଧନୁରାସନ୍ ବା ଧନୁଷ ମୁଦ୍ରା

ନଭାସନ୍ ବା ନାବ ମୁଦ୍ରା 

ଭୁଜଙ୍ଗାସନ ବା କୋବ୍ରା ପୋଜ୍