Health Tips: ପୁରୁଷଙ୍କ ସ୍ପର୍ମ କାଉଣ୍ଟକୁ ବଢାଇଥାଏ ଏହି ସବୁ ସୁପରଫୁଡ୍ !

Aug 13, 2023, 12:15 PM IST

Narmada Behera

ଅସ୍ୱାସ୍ଥ୍ୟକର ଜୀବନ ଶୈଳୀ କାରଣରୁ  ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟରେ ଅନେକ ସମସ୍ୟା ଦେଖାଦେଇଥାଏ। 

ଖାସ କରି ପୁରୁଷଙ୍କ ସ୍ପର୍ମ କାଉଣ୍ଟ ଉପରେ ଅଧିକ ପ୍ରଭାବ ପକାଇଥାଏ । 

ଯାହାଫଳରେ ପୁରୁଷମାନଙ୍କ ସ୍ପର୍ମ କାଉଣ୍ଟ କମିଯାଇଥାଏ । 

ବ୍ୟାୟାମ ଓ ସୁସ୍ଥ ଖାଦ୍ୟ ପୁରୁଷଙ୍କ  ସ୍ପର୍ମ କାଉଣ୍ଟକୁ ବଢାଇବାରେ ସାହାର୍ଯ୍ୟ କରେ । 

ବିଭିନ୍ନ ପ୍ରକାର ବେରି ବା କୋଳି ମଧ୍ୟ ସ୍ପର୍ମ କାଉଣ୍ଟକୁ ବଢାଇବାରେ ସାହାର୍ଯ୍ୟ କରେ । 

ପ୍ରୋଟିନର ଉତ୍ସ ହେଉଛି ଅଣ୍ତା । ଏହା ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟ ପାଇଁ ରାମବାଣ ଅଟେ।

ଟମାଟୋରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ରହିଛି । ଯାହା ସ୍ପର୍ମ କାଉଣ୍ଟକୁ ବୃଦ୍ଧି କରିବାରେ ସାହାର୍ଯ୍ୟ କରେ ।

Asparagus ଏହି ଖାଦ୍ୟ ମଧ୍ୟ ସ୍ପର୍ମ କାଉଣ୍ଟକୁ ବୃଦ୍ଧି କରିବାରେ ସାହାର୍ଯ୍ୟ କରେ ।

କଖାରୁ ମଞ୍ଜି ମଧ୍ୟ ଯୌନ ସ୍ବାସ୍ଥ୍ୟକୁ ସୁସ୍ଥ ରଖିବାରେ ସହାୟକ ହୁଏ।

କଦଳୀରେ ପ୍ରଚୁର ପରିମାଣରେ ଭିଟାମିନ ସି ଓ ବି ଥାଏ । 

ପାଳଙ୍ଗ ଶାଗ ମଧ୍ୟ ଯୌନ ସ୍ବାସ୍ଥ୍ୟକୁ ଠିକ୍ ରଖିବାରେ ସହାୟକ ହୁଏ ।