କେଶର ଲମ୍ବା କରିବା ପାଇଁ ନଡ଼ିଆ ତେଲରେ ମିଶାଇ ଲଗାନ୍ତୁ ଏହି ଜିନିଷ...

Dec 17, 2024, 03:21 PM IST

Priyambada Rana

ସପ୍ତାହରେ ୨ରୁ ୩ ଥର କେଶରେ ତେଲ ଲଗାନ୍ତୁ

ସଠିକ ଖାଦ୍ୟ ଗ୍ରହଣ କରନ୍ତୁ

କେଶର ଲମ୍ବା କରିବାକୁ ନଡ଼ିଆ ତେଲ ସହ କଳା ଜିରା ମିଶାଇ ଲଗାନ୍ତୁ 

ନଡ଼ିଆ ତେଲରେ ଲବଙ୍ଗ ମିଶାଇ ଗରମ କରି ଲଗାନ୍ତୁ 

ଭୃଷଙ୍ଗ ପତ୍ର ଏବଂ ନଡିଆ ତେଲ ମିଶାଇ ଗରମ କରି ଲଗାନ୍ତୁ

ପ୍ରଥମେ ଏକ ଚାମଚ କଳା ଜିରା, ୪ରୁ ୫ ଲବଙ୍ଗ ନିଅନ୍ତୁ

ମୁଠାଏ ଭୃଷଙ୍ଗ ପତ୍ର ନେଇ ଏକ ପ୍ୟାନରେ ଭାଜନ୍ତୁ

ତା ପରେ ଗ୍ରାଇଣ୍ଡ କରି ପାଉଡର ତିଆରି କରନ୍ତୁ

ଏହା ପରେ ଏହି ସବୁ ଗରମ ନଡ଼ିଆ ତେଲରେ ମିଶାଇ ଲଗାନ୍ତୁ