Health Tips: ଏହିସବୁ ଫଳ ଖାଉଛନ୍ତି କି? ଜାଣି ରଖନ୍ତୁ କ'ଣ ହେବ ସମସ୍ୟା?

Jun 28, 2024, 01:47 PM IST

Narmada Behera

ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହେଉଛି ଫଳ।

ସୁସ୍ଥ ଶରୀର ପାଇଁ ଖାଦ୍ୟରେ ଫଳ ଅନ୍ତର୍ଭୂକ୍ତ କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ବି ଦିଅନ୍ତି।

କିନ୍ତୁ କିଛି ଫଳ ଅଛି ସେଗୁଡିକୁ ରାତିରେ ଖାଇବା ଉଚିତ୍ ନୁହେଁ। 

ପିଜୁଳିରେ ଭରପୁର ମାତ୍ରାରେ ଫାଇବର ରହିଛି। କିନ୍ତୁ ଏହାକୁ ରାତିରେ ଖାଇବା ଦ୍ବାରା ହଜମରେ ସମସ୍ୟା ହୋଇଥାଏ।

କଦଳୀ ମଧ୍ୟ ରାତିରେ ଖାଇବା ଉଚିତ୍ ନୁହେଁ। 

କଦଳୀ ରାତିରେ ଖାଇବା ଦ୍ବାରା ମୋଟାପା ବୃଦ୍ଧି ହୋଇଥାଏ। 

ରାତିରେ ଅଙ୍ଗୁର ଖାଇବା ଦ୍ବାରା ଛାତିରେ ଜଳାପୋଡା ଅନୁଭବ ହୋଇଥାଏ। ଏବଂ ସୁଗାର ଲେବଲ ବୃଦ୍ଧି ପାଇଥାଏ। 

ସେହିପରି, ତରଭୁଜ ମଧ୍ୟ ରାତିରେ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ହୋଇ ନଥାଏ।

ତରଭୁଜ ଖାଇବା ଦ୍ବାରା ଭଲ ନିଦ ହୋଇନଥାଏ। (Disclaimer: କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।)