ଅସ୍ୱାସ୍ଥ୍ୟକର ଜୀବନ ଶୈଳୀ ଓ ଖାଦ୍ୟପେୟ ହୃଦଘାତର ମୁଖ୍ୟ କାରଣ ବୋଲି କୁହାଯାଉଛି।
ହାର୍ଟକୁ ସୁସ୍ଥ ରଖିବା ସହ ହୃଦଘାତରୁ ରକ୍ଷା ପାଇବା ପାଇଁ ଏଭଳି କିଛି ଖାଦ୍ୟ ରହିଛି।
ଟମାଟୋ, ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର । ଯାହା ହୃଦୟ ପାଇଁ ବେଶ୍ ଲାଭକାରୀ।
ସତେଜଫଳ ମଧ୍ୟ ହାର୍ଟକୁ ସୁସ୍ଥ ରଖିବାର ବେଶ୍ ସହାୟକ ହୁଏ।
ଏଥିରେ ଥିବା ମିନେରାଲ୍ସ, ଭିଟାମିନ୍ ହୃଦୟ ଜନିତ ସମସ୍ୟାକୁ ଦୂର କରିଥାଏ।
ଓଟ୍ସ ମଧ୍ୟ ହାର୍ଟକୁ ସୁସ୍ଥ ରଖିବାରେ ସହାୟକ ହୁଏ। (Disclaimer: ଏହାମାତ୍ର କେବଳ ସୂଚନା ଆଧାରିତ । କୌଣସି ଉପାୟ କରିବା ପୂର୍ବରୁ ଜ୍ୟୋତିଷଙ୍କ ସହିତ ପରାମର୍ଶ କରିନିଅନ୍ତୁ।)