Jamun Benefits: ଉପକାରୀ ଜାମୁକୋଳି, ଖାଇଲେ ଦୂର ହୁଏ ଏହିସବୁ ରୋଗ!

Jul 4, 2024, 12:53 PM IST

Narmada Behera

ଜାମୁକୋଳି ପାଟିକୁ ବେଶ୍ ସୁଆଦିଆ ଲାଗେ।

ଏହି କୋଳିରେ ପ୍ରଚୁର ପରିମାଣରେ  ଔଷଧୀୟ ଗୁଣ  ଭରପୂର ମାତ୍ରାରେ ରହିଛି। 

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଜାମୁକୋଳି ଖାଇବା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ।

ଏହି କୋଳିରେ ଅନେକ ପୁଷ୍ଟିକର ଖାଦ୍ୟ ରହିଛି। 

ଏଥିରେ ଭିଟାମିନ୍ ସି, ଭିଟାମିନ୍ ଏ, ଭିଟାମିନ୍ କେ ଓ ଭିଟାମିନ୍ ବି ରହିଛି।

ଏହାସହ ଫାଇବର, ମାଗ୍ନେସିୟମ୍,  ପୋଟାସିୟ, କ୍ୟାଲସିୟମ୍ ଓ ଆଇରନ୍ ଭରପୂର ମାତ୍ରାର ରହିଛି। 

ଏହି କୋଳି ଖାଇବା ଦ୍ବାରା ଶରୀରରେ ରକ୍ତହୀନତା ଭଳି ରୋଗ ଦୂର ହୁଏ। 

ଚର୍ମ ଓ ହାର୍ଟକୁ ସୁସ୍ଥ ରଖିବାର ସହାୟକ ହୁଏ। 

ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୁଏ। 

ମଧୁମେହ ରୋଗଙ୍କ ପାଇଁ ଏହି କୋଳି ରାମବାଣ ପରି କାର୍ଯ୍ୟକରେ। (Disclaimer: କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।)