Health Tips: ଖାଉଛନ୍ତି କି କଞ୍ଚା ଅମୃତଭଣ୍ତା, ଜାଣି ରଖନ୍ତୁ କ'ଣ ମିଳିବ ଫାଇଦା?

Jul 5, 2024, 11:47 AM IST

Narmada Behera

କଞ୍ଚା ଅମୃତଭଣ୍ତା ସ୍ବାସ୍ଥ୍ୟ ପାଇଁ ବରଦାନ।

କଞ୍ଚା ଅମୃତଭଣ୍ତାରେ ଭିଟାମିନ୍ ଏ, ସି ଏବଂ ଇ ଭରପୂର ପରିମାଣରେ ଥାଏ।

ଫୋଲେଟ୍, ପୋଟାସିୟମ୍ ଓ ଫାଇବର ମଧ୍ୟ ପ୍ରଚୁର ପରିମାଣରେ ରହିଛି।

ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ। 

ବିଶେଷକରି ଆଖିସ୍ବାସ୍ଥ୍ୟ ପାଇଁ ଏହା ରାମବାଣ ପରି କାର୍ଯ୍ୟକରେ। 

କଞ୍ଚା ଅମୃତଭଣ୍ତାରେ ପ୍ରଚୁର ପରିମାଣରେ କାରୋଟିନଏଡ୍ ଥାଏ ।

ଯାହା ଶରୀରରେ ଭିଟାମିନ୍ ଏ ତିଆରି କରିବାରେ ସାହାର୍ଯ୍ୟ କରେ। 

ହଜମ ପ୍ରକ୍ରିୟାକୁ ଠିକ୍ ରଖିବାରେ ସାହାର୍ଯ୍ୟ କରେ।

ପ୍ରତିଦିନ ଏହାକୁ ଖାଇବା ଦ୍ବାରା ଚର୍ମ ସୁସ୍ଥ ରୁହେ।

ବିଶେଷକରି ଚର୍ମରେ ବ୍ରଣ ହୋଇନ ଥାଏ। (Disclaimer: କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।)