Health Tips: ଖରାଦିନେ ପିଉଛନ୍ତି କି ଲେମ୍ବୁ ପାଣି ? ହୋଇ ଯାଆନ୍ତୁ ସାବଧାନ୍!

Jun 1, 2024, 04:05 PM IST

Narmada Behera

ଗ୍ରୀଷ୍ମ ଋତୁରେ ଅଧିକାଂଶ ଲୋକେ ଲେମ୍ବୁ ପାଣି ପିଇବାକୁ ପସନ୍ଦ କରନ୍ତି।

ଲେମ୍ବୁରେ ଭିଟାମିନ୍ ସି ରେ ଭରପୂର ମାତ୍ରାରେ ରହିଛି। 

ଯାହା ସ୍ବାସ୍ଥ୍ୟ ପାଇଁ ବେଶ୍ ହିତକର ବୋଲି ସମସ୍ତ ଜାଣିଛନ୍ତି ନଶ୍ଚୟ। 

ବିଶେଷକରି ବୟସ୍କମାନେ ଲେମ୍ବୁପାଣି ଦିନକୁ ୧ରୁ ୨ ଗ୍ଲାସ୍ ପଇବା ଉଚିତ୍।

କିନ୍ତୁ ଲେମ୍ବୁ ପାଣି ଅଧିକ ପିଇବା ଦ୍ବାରା ଏହା ଶରୀର ପାଇଁ କ୍ଷତି ପହଞ୍ଚାଇପାରେ। 

ଯାହା ଏକ ରିସର୍ଚ୍ଚରୁ ଜଣାପଡିଛି।

ଲେମ୍ବୁରେ ଅମ୍ଲ ଅଂଶ ଅଧିକ ଥାଏ।

ଯାହା ସାଧାରଣତଃ ଦାନ୍ତକୁ କ୍ଷତି ପହଞ୍ଚାଇଥାଏ। ଏବଂ ଦାନ୍ତରେ ଗର୍ତ୍ତ ସୃଷ୍ଟି କରିଥାଏ 

ଯଦି ଆପଣଙ୍କର ଦାନ୍ତ ସମସ୍ୟା ଥାଏ । 

ତେବେ, ଲେମ୍ବୁ ପାଣି ପିଇବା ସମୟରେ ଷ୍ଟ୍ର ବ୍ୟବହାର କରନ୍ତୁ। 

ଫଳରେ ଲେମ୍ବୁପାଣି ଆପଣଙ୍କ ଦାନ୍ତର ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରିବ ନାହିଁ। (Disclaimer: କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।)