Health Tips: ରାତିରେ ଭଲ ନିଦ ହେଉନି କି ? ବାସ୍ କରନ୍ତୁ ଏହି ଗୋଟିଏ କାମ

Jun 30, 2024, 11:52 AM IST

Narmada Behera

ଅଧିକାଂଶ ଯୁବପିଢିଙ୍କ ମଧ୍ୟରେ ଅନିଦ୍ରା ଜନିତ ସମସ୍ୟା ଦେଖାଦେଇଥାଏ।

ଅନିଦ୍ରା ଜନିତ ସମସ୍ୟା ଜୀବନଚର୍ଯ୍ୟାକୁ ପ୍ରଭାବିକ କରିଥାଏ।

ଠିକ୍ ରେ ନିଦ ନ ହେବା ଯୋଗୁଁ ଏକାଧିକ ରୋଗ ଅକାଳରେ ଗ୍ରାସ କରିଥାଏ।

ନିଦ ଶରୀର ପାଇଁ ଖୁବ୍ ଜରୁରୀ ହୋଇଥାଏ

ତେବେ, ଏଭଳି କିଛି ଖାଦ୍ୟ ରହିଛି। ଯାହାକୁ ଆପଣ ନିଜ ଡାଏଟରେ ସାମିଲ୍ କଲେ ଭଲ ନିଦ ହେବ।

କ୍ଷୀର, ଶରୀର ପାଇଁ ବେଶ୍ ହିତକର ହୋଇଥାଏ। ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍ ଉଷୁମ୍ କ୍ଷୀର ପିଇଲେ ଭଲ ନିଦ ହୋଇଥାଏ।

କଦଳୀ ମାଗ୍ନେସିୟମର ଗନ୍ତାଘର। ଏହାକୁ ସେବନ କଲେ ମଧ୍ୟ ଭଲ ନିଦ ହୋଇଥାଏ।

ଭଲ ନିଦ ପାଇଁ ଖଜୁରୀକୁ ସୁପରଫୁଡ୍ ବୋଲି କୁହାଯାଇପାରିବ। ଏଥିରେ ଥିବା ମେଲଟୋନିନ ନିଦ ପାଇଁ ଆବଶ୍ୟକୀୟ ହରମୋନ୍ ସୃଷ୍ଟି କରେ। 

ବାଦାମ୍ ପ୍ରଚୁର ପରିମାଣର ମେଗ୍ନେସିୟମ୍ ରହିଛି। ଯାହା ଭଲ ନିଦ ପାଇଁ ଜରୁରୀ। 

ଉତ୍ତମ ନିଦ ପାଇଁ ମଖାନାର ସେବନ କରି ପାରିବେ। (Disclaimer: କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।)