ବୟସ ହୋଇଗଲେ ତ୍ବଚାରେ ଭାଙ୍ଗ ପଡି଼ବା ସହ ମୁହଁରେ କୁଞ୍ଚନ ମଧ୍ୟ ଦେଖାଯାଏ।
ଯାହାକୁ ନେଇ ଲୋକେ ବଜାରରେ ମିଳୁଥିବା କେମିକାଲ୍ ଯୁକ୍ତ କ୍ରିମ୍ ବ୍ୟବହାର କରିଥାଆନ୍ତି।
ଯାହାକି ତ୍ବଚା ପାଇଁ କ୍ଷତି କାରକ ହୋଇଥାଏ।
ତେବେ, ଏଭଳି କିଛି ଖାଦ୍ୟ ରହିଛି ଯାହାକୁ ପ୍ରତ୍ୟକ ଦିନ ଖାଇବା ଦ୍ବାରା ଆପଣ ଯୁବା ବା ୟଙ୍ଗ୍ ଦେଖାଯିବେ।
ତ୍ବଚାକୁ ଯୁବା ରଖିବା ପାଇଁ ପ୍ରତ୍ୟକ ଦିନ ଫଳ ଖାଇବା ଉଚିତ୍।
ଫଳରେ ଥିବା ମିନେରାଲ୍ସ ଓ ଭିଟାମିନ୍ ତ୍ବଚାକୁ ପୋଷକ ପୋଷକ ତତ୍ତ୍ବ ଯୋଗାଇ ଥାଏ।
ସେହିପରି ଡ୍ରାଏଫ୍ରୁଟସ୍ ମଧ୍ୟ ତ୍ବଚାକୁ ପୋଷକ ତତ୍ତ୍ବ ପ୍ରଦାନ କରିଥାଏ।
-ଯାହା ତ୍ବଚାକୁ କୁଞ୍ଚନ ହେବାକୁ ଦେଇ ନ ଥାଏ। (Disclaimer: କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।)