Ice On Face: ମୁହଁରେ ବରଫ ଲଗାଇଲେ କେଉଁ ଲାଭ ମିଳେ ଜାଣନ୍ତୁ

Aug 25, 2024, 05:49 PM IST

Soubhagya Mishra

ତ୍ୱଚାକୁ ସଫା ରଖିବା ପାଇଁ ଆପଣ ଅନେକ ଘରୋଇ ଉପଚାର କରିଥିବେ

ମୁହଁରେ ବରଫ କିପରି ପ୍ରୟୋଗ କରାଯାଏ ଆସନ୍ତୁ ଜାଣିବା

ଆପଣ ଜାଣନ୍ତି କି, ମୁହଁରେ ବରଫ ଲଗାଇଲେ ମିଳିଥାଏ ଅନେକ ଫାଇଦା

ମୁହଁରେ ବରଫ ଲଗାଇବା ଦ୍ୱାରା ଅନେକ ଚର୍ମ ସମସ୍ୟାରୁ ମୁକ୍ତି ମିଳିଥାଏ

ବରଫ ଚର୍ମରେ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ଓ ତତକ୍ଷଣାତ୍ ଚମକ ଦେଇଥାଏ 

ଟାଣ ଖରାରେ ଯଦି ଆପଣଙ୍କ ଚେହେରା ଲାଲ୍ ପଡୁଛି ତେବେ ବରଫ ଲଗାଇବା ଦ୍ୱାରା ଆପଣ ଆରାମ ପାଇବେ ।

ପୂର୍ବରୁ ଥିବା ବ୍ରଣ ଦାଗକୁ କମାଇବାରେ ବରଫ ସାହାଯ୍ୟ କରିଥାଏ ।

ଯଦି ଆପଣଙ୍କ ଆଖି କ୍ଳାନ୍ତ ଦେଖାଯାଉଛି କିମ୍ୱା ଫୁଲିଛି ତେବେ ବରଫ ଘଷିବା ଦ୍ୱାରା ସମସ୍ୟାରୁ ମୁକ୍ତି ମିଳିପାରେ 

ରୋଷେୟାଙ୍କ ପିଲାମାନେ ମଧ୍ୟ ବିଦେଶରେ ରହି ପାଠ ପଢିବାର ସୁବିଧା କରିଛନ୍ତି ଅମ୍ବାନୀ। 

Disclamer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ ।