ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍, ମିନେରାଲ୍ସ, ,କ୍ୟାଲସିୟମ୍, ଫସଫରସ୍, ଓ ମାଗ୍ନେସିୟମ୍ ଥାଏ।
ଖରାଦିନେ ଗୁଡ ଖାଇବା ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭକାରୀ ହୋଇଥାଏ।
ହିଟ୍ ଷ୍ଟ୍ରୋକରୁ ରକ୍ଷା କରିବାରେ ସାହାର୍ଯ୍ୟ କରିଥାଏ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ।
ଗ୍ୟାସ୍ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ।
ଯେଉଁମାନେ ମଧୁମେହ ରୋଗୀ ସେମାନେ ଏହି ଗୁଡକୁ ଖାଇପାରିବେ।
କାରଣ ଗୁଡରେ ଥିବା ମିଠା ପ୍ରାକୃତିକ ଅଟେ, ଯାହା ସ୍ବାସ୍ଥ୍ୟ ଉପରେ କୌଣସି ପ୍ରଭାବ ପକାଏ ନାହିଁ।
ଓଜନ ହ୍ରାସରେ ସାହାର୍ଯ୍ୟ କରିବା ସହ ହିମଗ୍ଲୋବିନ୍ କୁ ବୃଦ୍ଧି କରିବାରେ ସାହାର୍ଯ୍ୟ କରେ।
ଋତୁସ୍ରାବ ବା ମାସିକ ଧର୍ମ ପ୍ରକ୍ରିୟାକୁ ମଧ୍ୟ ଠିକ୍ ଭାବେ ସଞ୍ଚାଳନ କରିବାରେ ସାହାର୍ଯ୍ୟ କରେ। (Disclaimer: କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।)