ବେଲପଣା ଆଜମା ଲକ୍ଷଣକୁ ବି ହ୍ରାସ କରିବାରେ ସାହଯ୍ୟ କରେ।
ବ୍ଲଡ୍ ସୁଗର୍ ସ୍ତରକୁ ହ୍ରାସ କରିବାର ବି ବହୁତ ଲାଭକାରୀ, କିନ୍ତୁ ମଧୁମେହ ରୋଗୀଙ୍କୁ ବହୁତ କମ୍ ମାତ୍ରାରେ ଏହାର ସେବନ କରିବା ଉଚିତ୍।
ବେଲପଣାରେ ପ୍ରଚୁର ମାତ୍ରାରେ ଫାଇବର ଥାଏ । ତେଣୁ ଏହାକୁ ଓଜନ ହ୍ରାସ ପାଇଁ ଡାଇଟରେ ମଧ୍ୟ ସାମିଲ୍ କରିପାରିବେ ।
ବେଲରେ ରହିଥିବା ଭିଟାମିନ୍ ସି କାରଣରୁ ପ୍ରତିଦିନ ପିଇବା ଦ୍ଵାରା ଇମ୍ୟୁନିଟି ବୁଷ୍ଟ ହୋଇଥାଏ।
ବେଲ ପଣା ଖରାଦିନେ ଶରୀରକୁ ଅଧିକ ସମୟ ଯାଏଁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାଏ।
ଧ୍ୟାନ ରଖନ୍ତୁ ଖରାରୁ ରକ୍ଷା ପାଇବା ପାଇଁ କେବଳ ଖାଦ୍ୟ ପାନୀୟରେ ପରିବର୍ତ୍ତନ ଯଥେଷ୍ଟ ନୁହେଁ, ଏହି ସମୟରେ ଘରୁ ଯେତେ କମ୍ ବାହାରିବେ ଭଲ।
ଖରାରେ ଘରୁ ବାହାରକୁ ଯିବାବେଳେ ମୁଣ୍ଡ ଏଵଂ ଶରୀରକୁ ଘୋଡାଇ ରଖନ୍ତୁ।
Disclamer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ