ଆଚାର ଖାଇବା ପୁଅ ମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆଣ୍ଟିଲିଆରେ ରୋଷେଇ କରୁଥିବା ରେଷେୟାଙ୍କ ଦରମା ।
ଆଚାରରେ ଆସେଟାମିପ୍ରିଡ୍ ନାମକ ଏକ ଉପାଦାନ ମିଳିଥାଏ
ଏହି ଉପାଦାନ ଶୁକ୍ରାଣୁକୁ ମଧ୍ୟ ହ୍ରାସ କରିପାରେ
ଆଚାର ଖାଇବା ପୁଅମାନଙ୍କର ଯୌନ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ
ଆଚାର ତିଆରିରେ ବହୁତ ତେଲ ଓ ଲୁଣ ମଧ୍ୟ ବ୍ୟବହୃତ ହୋଇଥାଏ
ଏପରି ପରିସ୍ଥିତିରେ ଆଚାର ଖାଇବା ଦ୍ୱାରା କୋଲେଷ୍ଟ୍ରଲ ମଧ୍ୟ ବଢ଼ିପାରେ
ଆଚାର ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପର ସମସ୍ୟା ମଧ୍ୟ ହୋଇପାରେ