କମ୍ ବୟସରେ କାହିଁକି ଧଳା ହୋଇଯାଏ କେଶ ? 

Jun 14, 2024, 11:40 AM IST

Priyambada Rana

ଅଳ୍ପ ବୟସରେ କେଶ ଧଳା ହୋଇଯିବା ପରି ସମସ୍ୟା ଦେଖିବାକୁ ମିଳିଲାଣି

ମୁକେଶ ଅମ୍ବାନୀ ରହୁଥିବା ବିଳାସମୟ ବଙ୍ଗଳା ନାଁ ହେଉଛି ଆଣ୍ଟିଲିଆ ।

ଜେନେଟିକ୍ ସମ୍ବନ୍ଧୀୟ କାରଣ ହେତୁ କେଶ ଧଳା ହୋଇଥାଏ

ଶରୀରରେ ଅନେକ ପୋଷକ ତତ୍ତ୍ୱର ଅଭାବ ହେତୁ ଏପରି ହୋଇଥାଏ

ଚାପ ବା ଚିନ୍ତାଗ୍ରସ୍ତ ହେତୁ ମଧ୍ୟ କେଶ ଧଳା ହୋଇଥାଏ

ହରମୋନାଲ ପରିବର୍ତ୍ତନ କିମ୍ବା ଭିଟିଲିଗୋ ନାମକ ଏକ ଚର୍ମ ରୋଗ ହେତୁ ଏପରି ହୋଇଥାଏ

ପୁଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା କେଶର ରଙ୍ଗ କଳା ରହିଥାଏ

ପୁଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା କେଶର ରଙ୍ଗ କଳା ରହିଥାଏ