Roti or Rice: ରୁଟି ନା ଭାତ, କାହାକୁ ଖାଇବା ଦ୍ୱାରା ବଢେ ଅଧିକ ଓଜନ?

Sep 2, 2024, 11:10 PM IST

Priyambada Rana

ଉଭୟ ରୁଟି ଏବଂ ଭାତ ଆମର ଖାଦ୍ୟର ମୁଖ୍ୟ ଅଂଶ

ଉଭୟ ରୁଟି ଏବଂ ଭାତରେ କାର୍ବୋହାଇଡ୍ରେଟ୍ ଥାଏ

ରୁଟିରେ ପ୍ରାୟ ୭୦-୮୦ କ୍ୟାଲୋରୀ ଥାଏ

ଭାତରେ ପ୍ରାୟ ୨୦୦-୨୪୦ କ୍ୟାଲୋରୀ ଥାଏ

ଭାତ ଖାଇବା ଦ୍ୱାରା ଅଧିକ କ୍ୟାଲୋରୀ ମିଳିଥାଏ

ଭାତ ଓଜନ ବୃଦ୍ଧିରେ ସାହାଯ୍ୟ କରିଥାଏ

ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ରୁଟି ଖାଇବା ଏକ ଭଲ ବିକଳ୍ପ

ରୁଟିରେ ଫାଇବରରେ ଅଧିକ ମାତ୍ରାରେ ଥାଏ 

ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଆପଣଙ୍କ ପେଟ ଫୁଲ୍ ରଖିଥାଏ

ବ୍ରାଉନ୍ ଚାଉଳର ଭାତରେ କମ୍ କ୍ୟାଲେରୀ ଥାଏ