ଖାଆନ୍ତୁ ଏହି ସବୁ ଖାଦ୍ୟ ଦୂର ହୋଇଯିବ ବହୁ ଦିନର ଗ୍ୟାଷ୍ଟ୍ରିକ ସମସ୍ୟା..

Nov 13, 2023, 01:08 PM IST

Priyambada Rana

ଭାରତରେ ସବୁଠାରୁ ଧନୀବ୍ୟକ୍ତିଙ୍କ ମଧ୍ୟରେ ମୁକେଶ ଅମ୍ବାନୀ ଅନ୍ୟତମ ।

ପାନମଧୁରୀ ଖାଦ୍ୟ ହଜମରେ ସାହାଯ୍ୟ କରିଥାଏ ଓ ଗ୍ୟାଷ୍ଟ୍ରିକ୍ ସମସ୍ୟା ଦୂର କରିଥାଏ

ପଲ ସାଇଡର ଭିନେଗାର ମଧ୍ୟ ଖାଦ୍ୟ ହଜମ କରି ଗ୍ୟାଷ୍ଟ୍ରିକ୍ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ

ଲବଙ୍ଗ ମଧ୍ୟ ଗ୍ୟାଷ୍ଟ୍ରିକ୍ ସମସ୍ୟା ଦୂର ପାଇଁ ଖୁବ୍ ଲାଭଦାୟକ

ପନିପରିବା ଜୁସ୍ ପିଇବା ଦ୍ୱାରା ଏହା ମଧ୍ୟ ଆମ ଗ୍ୟାଷ୍ଟ୍ରିକ୍ ସମସ୍ୟା ଦୂର କରିଥାଏ

ଥଣ୍ଡା କ୍ଷୀର ପିଇବା ଦ୍ୱାରା ଏହା ଗ୍ୟାଷ୍ଟ୍ରିକ୍ ପାଇଁ ଆରାମ ଦାୟକ ହୋଇଥାଏ 

ପୂଦିନା ପାଣି ଗ୍ୟାଷ୍ଟ୍ରିକ୍ ପାଇଁ ଖୁବ୍ ଉପକାରୀ