ପ୍ରତି ଦିନ କେତେ ସମୟ ଚାଲିବା ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ ଜାଣନ୍ତୁ...

Sep 30, 2024, 04:16 PM IST

Priyambada Rana

ଭଲ ସ୍ୱାସ୍ଥ୍ୟ ପାଇଁ ଆମ ଦୈନନ୍ଦିର ଜୀବନରେ ଚାଲିବାର ଏକ ଗୁରୁତ୍ୱ ରହିଛି 

ଆଜିକାଲି ଡାକ୍ତର ଲୋକଙ୍କୁ ଚାଲିବାକୁ ପରାମର୍ଶ ଦେଉଛନ୍ତି

ଘଣ୍ଟା ଘଣ୍ଟା, ଗୋଟିଏ ଜାଗାରେ ବସି କାମ କରିବା ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହୋଇଥାଏ

ଯାହା ଆମ ସ୍ୱାସ୍ଥ୍ୟ ଉପରେ ପ୍ରତିଫଳିତ ହୋଇଥାଏ

ମୋଟାପଣ, ମଧୁମେୟ, ହୃଦଘାତ ପରି ରୋଗ ସୃଷ୍ଟି ହୋଇଥାଏ

ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାକୁ ଡାକ୍ତର ପ୍ରତିଦିନ ଚାଲିବାକୁ ପରାମର୍ଶ ଦେଇଥାନ୍ତି

ଆମେରିକୀୟ କାଉନସିଲ ଅଫ ଏକ୍ସରସାଇଜ ମୁତାବକ, ଦିନକୁ ଅଢେଇ ହଜାର ପାଦ ଚାଲିବା ଭଲ

ଡାକ୍ତରଙ୍କ ମୁତାବକ, ୧୦ ହଜାର ଷ୍ଟେପ ଚାଲିବା ଅତି ଭଲ

ଏହା ହୃଦୟ ସମ୍ବନ୍ଧୀୟ ସମସ୍ୟାରୁ ଆମକୁ ଦୂରେଇ ରଖିଥାଏ