ବିଶ୍ୱାସ ରହିଛି ଯେ ଘରେ ପୂଜାପାଠ କରିବା ସମୟରେ ବାସ୍ତୁ ପ୍ରତି ଧ୍ୟାନ ଦେବା ଉଚିତ୍।
ପୁରାଣ ଅନୁସାରେ ମନ୍ଦିରରେ ପୂଜା କରିବା ସମୟରେ ଘଣ୍ଟି ବଜାଇବାର ବିଶେଷ ମହତ୍ତ୍ଵ ରହିଛି।
କୁହାଯାଏ କି ପୂଜା କରିବା ସମୟରେ ୫ ଥର ଘଣ୍ଟି ବଜାଇବା ଦ୍ଵାରା ଭଗଵାନ ଖୁସି ହୋଇଥାନ୍ତି।
ଘଣ୍ଟିକୁ ଜୋରେ ବଜାଇବା ଉଚିତ୍ ନୁହେଁ । ମନ୍ଦିରରୁ ଆସିବା ସମୟରେ ମଧ୍ୟ ମଧ୍ୟ ଘଣ୍ଟି ବଜାଇବା ଉଚିତ୍ ନୁହେଁ।
କୁହାଯାଏ କି ପୂଜାପାଠ କରିବା ସମୟରେ ଘଣ୍ଟି ବଜାଇବା ଦ୍ଵାରା ଜୀବନରେ ଆସିବାକୁ ଥିବା ସମସ୍ୟା ଦୂରହେବାକୁ ଲାଗିଥାଏ ।
ଘଣ୍ଟି ବଜାଇବା ଦ୍ଵାରା ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ।
ଘଣ୍ଟି ଶଦ୍ଦ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏହା ମନକୁ ଶାନ୍ତି ଦେଇଥାଏ।
ଘଣ୍ଟି ବଜାଇବା ଦ୍ଵାରା ଖରାପ ଦୃଷ୍ଟି ଦୂର ହୋଇଥାଏ।